Advertisment

ଦାଦନରେ ଓଡ଼ିଶା ଏକ ନମ୍ବର: ଶ୍ରୀକାନ୍ତ ଜେନା

'25 ବର୍ଷରେ ନବୀନ ସରକାର ଓଡ଼ିଶାକୁ ଦେଇଛନ୍ତି 2ଟା ଅଖା ବ୍ୟାଗ୍ ଆଉ ଏକ ହଜାର ଟଙ୍କା'

author-image
Manoj Swain
ଅଦ୍ୟତନ ହୋଇଛି

25 ବର୍ଷରେ ନବୀନ ସରକାର ଓଡ଼ିଶାକୁ ଦେଇଛନ୍ତି 2ଟା ଅଖା ବ୍ୟାଗ୍ ଆଉ ହଜାରେ ଟଙ୍କା । ଏଥର ଜିତିଲେ 2ଟା ଅଖା ବ୍ୟାଗ୍ ବଦଳରେ 4ଟି ଅଖା ବ୍ୟାଗ୍ ଦେବେ ଆଉ ହଜାରେ ଟଙ୍କାଟା 2 ହଜାର ହୋଇପାରେ । ଓଡ଼ିଶାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବହୁତ ଲୋକ ଯାଉଛନ୍ତି। କିଛି ଏପରି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା।

Advertisment
Srikant Kumar Jena Congress Odisha