୪-୬ଜଣ ଅଫିସରଙ୍କ ଉପରେ ନଜର ରଖାଯାଇଛି: ଅପରାଜିତା

ଓଡ଼ିଶାରେ ୪-୬ଜଣ ଅଫିସର ଅଛନ୍ତି ଯେଉଁମାନେ ସମ୍ବିଧାନ ଦ୍ୱାରା ପରିଚାଳିତ ହେବା ଦରକାର ବୋଲି ଭୁଲି ଯାଉଛନ୍ତି । ସେମାନେ ଓଡ଼ିଶା ସରକାରଙ୍କ ପାଖରେ ଚାକିରି କରିଛନ୍ତି । ବିଜୁ ଜନତା ଦଳ ପାଖରେ ନୁହେଁ ।

Aparajita Sarangi

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

Ordigital Desk
  • Published: Monday, 11 September 2023
  • Updated: 11 September 2023, 06:12 PM IST

Sports

Latest News

ଓଡ଼ିଶାର ୪-୬ଜଣ ଅଫିସରଙ୍କ ଉପରେ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି ଗତକାଲି ଏକ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବାକୁ ନେଇ ନିଜ ସୋଶାଲ ମିଡିଆରେ ସମାଲୋଚନା କରିବା ପରେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଓଡ଼ିଶାରେ  ୪-୬ଜଣ ଅଫିସର ଅଛନ୍ତି ଯେଉଁମାନେ  ସମ୍ବିଧାନ ଦ୍ୱାରା ପରିଚାଳିତ ହେବା ଦରକାର ବୋଲି ଭୁଲି ଯାଉଛନ୍ତି । ସେମାନେ ଓଡ଼ିଶା ସରକାରଙ୍କ ପାଖରେ ଚାକିରି କରିଛନ୍ତି । ବିଜୁ ଜନତା ଦଳ ପାଖରେ ନୁହେଁ ।

ଓଡ଼ିଶାର ପ୍ରଶାସନିକ ତନ୍ତ୍ରକୁ ନେଇ ସେ ଗର୍ବ କରନ୍ତି । ୨୪ବର୍ଷର ଶାସନ କାଳରେ ଏହା ସେ ଉପଳବ୍ଧି କରିଛନ୍ତି । ଯେଉଁ ୪-୫ଜଣ ଅଫିସର ଏପଟସେପଟ ହେଉଛନ୍ତି ସେମାନଙ୍କୁ ଅନୁରୋଧ ଯେ ସେମାନେ  ବିଜୁ ଜନତା ଦଳର କର୍ମୀ ଭାବେ କାମ ନକରି ସମ୍ବିଧାନକୁ ଆଖି ଆଗରେ ରଖି କାମ କରନ୍ତୁ । ସବୁବେଳେ ସମାନ ପାଣିପାଗ ନଥାଏ । ଏହା ପରିବର୍ତ୍ତନ ହେବ । ଯେଉଁ ୪-୬ଜଣ ଅଫିସର ଅଛନ୍ତି ସେମାନଙ୍କ ଉପରେ ନଜର ରଖାଯାଇଛି । ତେବେ ଏହି ଅଫିସରମାନେ କିଏ ତାହା ଶ୍ରୀମତୀ ଷଡ଼ଙ୍ଗୀ ସ୍ପଷ୍ଟ କରିନଥିଲେ । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାପାଳ କାହିଁକି ୫ବର୍ଷ ହେଲା ଗୋଟିଏ ଜିଲ୍ଲାରେ ଅଛନ୍ତି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି ।

Also Read

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଳାପାଳ ଭିନିତ୍ ଭରଦ୍ୱାଜ ଓ ଏସପି ବି. ଗଙ୍ଗାଧର ପିନ୍ଧିଥିବା ଟି-ସାର୍ଟକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍ କରିଥିଲେ । ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟକୁ କିଭଳି ଜିଲ୍ଲାପାଳ ଓ ଏସପି ପିନ୍ଧିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା । ତେବେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା ବୋଲି କହି ନିଜ ପକ୍ଷ ରଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story