Advertisment

ଅପରାଜିତାଙ୍କ ଘରେ ବିଜେଡି ନେତା, ଭୁବନେଶ୍ୱର ବିଜେଡି ସଙ୍ଗଠନ ଗୁଣ୍ଡ !

ତେଜିଲା ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ରାଜନୀତି । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭେଟିଲେ ବୁନୁ ବିରୋଧୀ ଗୋଷ୍ଠୀ ।

Advertisment

ବହୁତ ହୋଇଗଲା ଶଙ୍ଖ ପ୍ରେମ, ତୁମ ପ୍ରତିଶ୍ରୁତିର ନାହିଁ ଦମ୍ । ଫୁଲ କ୍ୟାମ୍ପକୁ ଡେଇଁବେ ଭୁବନେଶ୍ୱରର ବଛାବଛା ବିଜେଡି ନେତା । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା । ଭାଇରାଲ ହେଲା ଫଟୋ, ଏବେ କଣ କରିବେ ସୁପ୍ରିମୋ । ଛିଣ୍ଡିଲା କଥା, ଟିକଟ ନମିଳିଲେ ବିଜେପିରେ ମିଶିଯିବେ କର୍ପୋରେଟର ! ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Bjp Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe