Advertisment

ରଘୁଙ୍କ ଟିକେଟ୍ ନେଇଯିବେ କି ପୀତବାସ ?

ସିଧା କଥାରେ କହିବାକୁ ଗଲେ ବିଧାୟକ ରଘୁନନ୍ଦନ ଦାସଙ୍କ ଟିକେଟ୍ ନେଇଯିବାକୁ ବସିଲେଣି ଖୋଦ୍ ରଘୁଙ୍କ ଘନିଷ୍ଠ ସହଯୋଗୀ ପୀତବାସ ଗୋଚ୍ଛାୟତ।

Advertisment

ବାଡ଼ ଖାଇଲାଣି ଫସଲ, କ୍ଷେତ ହେଲାଣି ଭୟଭୀତ । ଏକଥା ଏଇଥିପାଇଁ କହୁଛୁ କାଲି ଯିଏ ଲୋକ ଯୋଗାଡ଼ କରୁଥିଲେ ଆଜି ସେ ନେତା ହେବାକୁ ବସିଲେଣି। ସିଧା କଥାରେ କହିବାକୁ ଗଲେ ବିଧାୟକ ରଘୁନନ୍ଦନ ଦାସଙ୍କ ଟିକେଟ୍ ନେଇଯିବାକୁ ବସିଲେଣି ଖୋଦ୍ ରଘୁଙ୍କ ଘନିଷ୍ଠ ସହଯୋଗୀ ପୀତବାସ ଗୋଚ୍ଛାୟତ। ବନ୍ଧୁମିଳନ ଆଳରେ ବିଧାୟକଙ୍କୁ ଲୋକଙ୍କ ଆଗରେ ସଜାଇଦେଲେ ଅପାରଗ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe