ମୋଦି ୩.୦ ସରକାରରେ ୩୦ କ୍ୟାବିନେଟ ମନ୍ତ୍ରୀ

୩୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୩ ଜଣ ରହିଛନ୍ତି। ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ପୁଣିଥରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।

PM Modi

ମୋଦିଙ୍କ ମନ୍ତ୍ରିମଣ୍ଡଳ

Hemant Lenka
  • Published: Sunday, 09 June 2024
  • Updated: 10 June 2024, 04:49 PM IST

Sports

Latest News

ଦେଶରେ ଆରମ୍ଭ ହୋଇଛି ମୋଦି ୩.୦ ସରକାର। ଆଜି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି ଶପଥ ନେବା ପରେ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ କରିଛନ୍ତି।

୨୦୧୪ରେ ମୋଦିଙ୍କ ୧୮ ଜଣ ଓ ୨୦୧୯ରେ ମୋଦିଙ୍କ ସହ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ଏଥର ରେକର୍ଡ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସେହପରି ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରେ ୨୭ ଜଣ ଓବିସି, ୧୦ ଜଣ ଏସସି, ୫ ଜଣ ଏସ୍‌ଟି ଓ ୫ ଜଣ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟ ରହିଛନ୍ତି। 

Also Read

୩୦ ଜଣଙ୍କ ମଧ୍ୟରେ ଓଡ଼ିଶାର ୩ ଜଣ ରହିଛନ୍ତି। ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ପୁଣିଥରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବେ।

କ୍ୟାବିନେଟ ମନ୍ତ୍ରୀ

୧- ରାଜନାଥ ସିଂହ(ବିଜେପି)

୨- ଅମିତ ଶାହ(ବିଜେପି)

୩- ନୀତୀନ ଗଡ଼କରୀ(ବିଜେପି)

୪- ଜେପି ନଡ୍ଡା (ବିଜେପି)

୫- ଶିବରାଜ ସିଂହ ଚୌହାନ(ବିଜେପି)

୬- ନିର୍ମଳା ସୀତାରମଣ(ବିଜେପି)

୭- ଏସ ଜୟଶଙ୍କର(ବିଜେପି)

୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି)

୯- ମନୋହର ଲାଲ ଖଟ୍ଟର (ବିଜେପି)

୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍‌)

୧୧- ପୀୟୂଷ ଗୋଏଲ(ବିଜେପି)

୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା)

୧୩- ଲଲନ ସିଂହ (ଜେଡିୟୁ)

୧୪- ସର୍ବାନନ୍ଦ ସୋନେୱାଲ (ବିଜେପି)

୧୫- ବୀରେନ୍ଦ୍ର କୁମାର(ବିଜେପି)

୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି)

୧୭- ପ୍ରହ୍ଲାଦ ଯୋଶୀ(ବିଜେପି)

୧୮- ଜୁଏଲ ଓରାମ(ବିଜେପି)

୧୯- ଗିରିରାଜ ସିଂହ(ବିଜେପି)

୨୦- ଅଶ୍ୱିନୀ ବୈଷ୍ଣବ(ବିଜେପି)

୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି)

୨୨- ଭୂପେନ୍ଦ୍ର ଯାଦବ(ବିଜେପି)

୨୩- ଗଜେନ୍ଦ୍ର ସିଂହ ଶିଖାୱତ(ବିଜେପି)

୨୪- ଅନପୂର୍ଣ୍ଣା ଦେବୀ(ବିଜେପି)

୨୫- କିରଣ ରିଜିଜୁ(ବିଜେପି)

୨୬- ହରଦୀପ ସିଂହ ପୁରୀ(ବିଜେପି)

୨୭- ମନସୁଖ ମାଣ୍ଡଭୀୟ(ବିଜେପି)

୨୮- ଜି କିଶନ ରେଡ୍ଡୀ(ବିଜେପି)

୨୯- ଚିରାର ପାଶୱାନ(ରାମ ବିଲାଶ)

୩୦- ସିଆର ପାଟିଲ(ବିଜେପି) ଭାବେ ଶପଥ ନେଇଛନ୍ତି।

୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) 

୧- ରାଓ ଇନ୍ଦରଜିତ(ବିଜେପି)

୨-ଜିତେନ୍ଦ୍ର ସିଂହ (ବିଜେପି)

୩- ଅର୍ଜୁନ ରାମ ମେଘୱାଲ(ବିଜେପି)

୪- ପ୍ରତାପ ରାଓ ଗଣପତି ରାଓ ଯାଦବ(ଶିବସେନା)

୫- ଜୟନ୍ତ ଚୌଧୁରୀ(ଆରଏଲଡି)

ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା 

୧- ଜିତିନ ପ୍ରସାଦ(ବିଜେପି) 

୨- ଶ୍ରୀପଦ ନାଏକ(ବିଜେପି) 

୩- ପଙ୍କଜ ଚୌଧୁରୀ(ବିଜେପି) 

୪- କ୍ରିଷ୍ଣ ପଲ ଗୁରଜାର (ବିଜେପି) 

୫- ରାମଦାସ ଅଠାୱାଲେ(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ) 

୬- ନିତ୍ୟାନନ୍ଦ ରାଏ(ବିଜେପି) 

୭- ଅନୁପ୍ରିୟା ପଟେଲ(ଆପନା ଦଳ) 

୮- ଭି ସୋମନ୍ନା(ବିଜେପି) 

୯- ଚନ୍ଦ୍ର ଶେଖର ପେମ୍ମାସାନି(ଟିଡିପି) 

୧୦- ଏସ୍‌ପି ସିଂହ ବଘେଲ(ବିଜେପି) 

୧୧- ଶୋଭା କରନ୍ଦାଲାଜେ(ବିଜେପି) 

୧୨- ବିଏଲ ବର୍ମା(ବିଜେପି) 

୧୩- ଶାନ୍ତନୁ ଠାକୁର(ବିଜେପି) 

୧୪-ସୁରେଶ ଗୋପି(ବିଜେପି) 

୧୫- ଏଲ ମୁରଗାନ(ବିଜେପି) 

୧୬- ଅଜୟ ଟାମଟା(ବିଜେପି) 

୧୭- ବନ୍ଦି ସଞ୍ଜୟ କୁମାର(ବିଜେପି) 

୧୮-କମଲେଶ ପାଶ୍ୱାନ(ବିଜେପି) 

୧୯- ଭାଗୀରଥ ଚୌଧୁରୀ (ବିଜେପି) 

୨୦- ସତୀଶ ଦୁବେ (ବିଜେପି) 

୨୧- ସଞ୍ଜୟ ସେଠ(ବିଜେପି)

୨୨-ରବନୀତ ସିଂହ ବିଟ୍ଟୁ(ବିଜେପି) 

୨୩- ଦୁର୍ଗାଦାସ ଉଇକି(ବିଜେପି)

୨୪- ରକ୍ଷା ଖଡସେ(ବିଜେପି) 

୨୫- ଶୁକାନ୍ତ ମଜମୁଦର(ବିଜେପି) 

୨୬- ସାବିତ୍ରୀ ଠାକୁର(ବିଜେପି) 

୨୭- ତୋଖନ ସାହୁ(ବିଜେପି) 

୨୮- ରାଜଭୂଷଣ ଚୌଧୁରୀ (ବିଜେପି) 

୨୯- ଭୂପତି ରାଜୁ ଶ୍ରୀନିବାସ ବର୍ମା(ବିଜେପି) 

୩୦- ହର୍ଷ ମାଲହୋତ୍ରା(ବିଜେପି)

୩୧- ନିମୁବେନ ବାମଭାଣିୟା (ବିଜେପି)

୩୨- ମରୁଲୀଧର ମୋହର(ବିଜେପି) 

୩୩- ଜର୍ଜ କୁରିୟନ(ବିଜେପି) 

୩୪- ପବିତ୍ର ମାର୍ଗେରିଟା 

୩୫- ରାମନାଥ ଠାକୁର (ଜେଡିୟୁ)

୩୬- କୀର୍ତ୍ତି ବର୍ଦ୍ଧନ ସିଂହ(ବିଜେପି) 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story