Advertisment

ଫୁଲ ଟେନସନ୍, ନବୀନ ଦେଲେ ତୃତୀୟ ପ୍ରମାଣ!

ବୁଲୁଛନ୍ତି ପାଣ୍ଡିଆନ୍ ଆଉ ଏପଟେ ଟେନସନ ନେଉଛନ୍ତି କି ନବୀନ? ପ୍ରଥମେ କେହି କିଛି କହୁ ନଥିଲେ। ଏବେ ଯୁଆଡ଼େ ଯାଉଛନ୍ତି ବିରୋଧୀ ଦଳ କହି ଦେଉଛନ୍ତି ଗୋ ବ୍ୟାକ ପାଣ୍ଡିଆନ୍। ଆଉ ଏଥିପାଇଁ ନବୀନଙ୍କୁ ଦେବାକୁ ପଡୁଛି ବାରଂବାର ପ୍ରମାଣ। କେତେବେଳେ ଅଡିଓ କଲରେ ତ ଆଉ କେତେବେଳେ ଭିଡିଓ କଲରେ। ଆଉ ଭର୍ଚୁଆଲ୍ ଆଲୋଚନା ବେଳେ ଭଡିଓ ମେସଜ। ପ୍ରଥମେ ପ୍ରଥମେ ଫାଇଭ୍-ଟି ସଚିବଙ୍କ ଜିଲ୍ଲା ବୁଲିବା ସ୍ୱାଭାବିକ ଥିଲା। କିନ୍ତୁ ପରେ ପରେ ଭଦ୍ରକ, ଜଗତସିଂହପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନଗୁଳ, ଢେଙ୍କାନାଳ ଆଦି ଜିଲ୍ଲା ଗସ୍ତ ବେଳେ କେଉଁଠି ବିରୋଧୀ କଳା ପତାକା ଦେଖାଇଲେ ତ ଆଉ କେଉଁଠି କାରକେଡ୍ ଉପରକୁ ହେଲା ଅଣ୍ଡାମାଡ଼।

Naveen Patnaik 5T BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe