Advertisment

ଗଣେଶ୍ୱରଙ୍କୁ ନେଇ କେନ୍ଦ୍ରାପଡ଼ା ବିଜେଡିରେ ବିଦ୍ରୋହ

'ଗଣେଶ୍ୱର ବିଜେଡି ପ୍ରାର୍ଥୀ ହେଲେ ଜୋରଦାର ବିରୋଧ କରାଯିବ'

author-image
Manoj Swain
ଅଦ୍ୟତନ ହୋଇଛି

ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ତାଙ୍କୁ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି। ହେଲେ ତା’ପୂର୍ବରୁ ବିଜେଡିର ଗୋଟିଏ ଗୋଷ୍ଠୀ ମେଳି କରିଛନ୍ତି। ଗଣେଶ୍ୱରଙ୍କୁ ବିରୋଧ କରିବା ପାଇଁ ଦୁଇ ପୂର୍ବତନ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ କର୍ମକର୍ତ୍ତା ବିଦ୍ରୋହ କରିଛନ୍ତି। ଆଉ ଶୁଣାଇ ଦେଇଛନ୍ତି ଗଣେଶ୍ୱର ବିଜେଡି ପ୍ରାର୍ଥୀ ହେଲେ ଜୋରଦାର ବିରୋଧ କରାଯିବ। ଯାହାକୁ ନେଇ ଚିନ୍ତାରେ ବିଜେଡି ମୁଖିଆ ଓ ଭୁବନେଶ୍ୱର ନେତା। 

Advertisment
Odisha BjD Kendrapada