ସରକାର ପରିବର୍ତ୍ତନକୁ ମାସେ ବିତିଲାଣି । ତଥାପି ଥମୁନି ନିର୍ବାଚନ ପରବର୍ତ୍ତୀ ହିଂସା । ଗତ କିଛିଦିନ ଧରି ଗୋପାଳପୁର ନିର୍ବାଚନ ମଣ୍ଡଳିର କିଛି ଭିଡିଓ ଭାଇରାଲ ହେଉଥିବା ନଜରକୁ ଆସିଛି । ଯେଉଁଥିରେ ଏକ ଗୋଷ୍ଠୀ କିଛି ଲୋକଙ୍କୁ ଠେଙ୍ଗା ବାଡିରେ ଆକ୍ରମଣ କରୁଛନ୍ତି । ତେବେ ଗତ ଦୁଇଦିନ ତଳେ ରଙ୍ଗେଇଲୁଣ୍ଡା ଅଞ୍ଚଳର ବିଜେଡି ଯୁବ ନେତା ଶୁଭାଶିଷ ସାହୁଙ୍କୁ ମଧ୍ୟ ଆକ୍ରମଣ କରାଯାଇ ଭିଡିଓ ଭାଇରାଲ କରାଯାଇଥିଲା । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପାଣ୍ଡିଆନଙ୍କୁ କହିଲେ ବିଜେଡିକୁ ବାଧୁଛି: ନେତ୍ରୀଙ୍କୁ ଅସମ୍ମାନବେଳେ ଦଳ ଚୁପ୍, ଏବେ ପାଣ୍ଡିଆନଙ୍କ ପାଇଁ କରୁଛି ଓକିଲାତି
ଏବେ ଅଣଓଡ଼ିଆ ଭିକେ ପାଣ୍ଡିଆନ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ତାଙ୍କୁ ଇଙ୍ଗିତ କରି ବରିଷ୍ଠ ନେତା ଅମର ଶତପଥୀ ଓ ପାଟ୍ଟଶାଣୀ କହିବାରୁ ବିଜେଡି ଚିହିଁକି ଉଠି ଲେନିନଙ୍କ ଭଳି ଜଣେ ଅପରିପକ୍ୱ ବ୍ୟକ୍ତିଙ୍କ ମାଧ୍ୟମରେ ଓକିଲାତି କରୁଛି।
Politics
'ପାଣ୍ଡିଆନ ଥିବା ଯାଏ ବିଜେଡି କେବେ ଜିତିବନି'
ବିଜେଡି ଛାଡ଼ିବାର କିଛି ଦିନ ପରେ ଆଜି ଗଣମାଧ୍ୟମ ଆଗରେ ଏଭଳି କିଛି ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ସାଂଦସ ପ୍ରସନ୍ନ ପାଟ୍ଟଶାଣୀ ।
Politics
ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ୱାୟନାଡରୁ ଡେବ୍ୟୁ କରିବେ ପ୍ରିୟଙ୍କା
ଆସନ୍ତା ନଭେମ୍ବର ୧୩ ତାରିଖରେ ୱାୟନାଡ ସମେତ ଏହି ଦୁଇ ବିଧାନସଭା ଆସନରେ ଭୋଟ ହେବ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି।
Politics
୩୧ପର୍ଯ୍ୟନ୍ତ ଚାଲିବ ବିଜେପିର ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ
ଚଳିତ ଥର ସଦସ୍ୟତା ଅଭିଯାନ-୨୦୨୪ ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚାଲୁରହିଛି ।
Politics
ହରିୟାଣା ଯିବେ ମୁଖ୍ୟମନ୍ତ୍ରୀ, ନୂଆ ସରକାରର ଶପଥ ସମାରୋହରେ ଯୋଗଦେବେ
ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସନ୍ତାକାଲି ଅପରାହ୍ନରେ ଚଣ୍ଡିଗଡ଼ ଅଭିମୁଖେ ଗସ୍ତ କରିବେ ।