ଗଞ୍ଜାମରେ କିଏ କାହାକୁ କରୁଛି ଆକ୍ରମଣ ?

ସରକାର ପରିବର୍ତ୍ତନକୁ ମାସେ ବିତିଲାଣି । ତଥାପି ଥମୁନି ନିର୍ବାଚନ ପରବର୍ତ୍ତୀ ହିଂସା ।

Manoj Swain
  • Published: Friday, 05 July 2024
  • Updated: 05 July 2024, 05:09 PM IST

Sports

Latest News

ସରକାର ପରିବର୍ତ୍ତନକୁ ମାସେ ବିତିଲାଣି । ତଥାପି ଥମୁନି ନିର୍ବାଚନ ପରବର୍ତ୍ତୀ ହିଂସା । ଗତ କିଛିଦିନ ଧରି ଗୋପାଳପୁର ନିର୍ବାଚନ ମଣ୍ଡଳିର କିଛି ଭିଡିଓ ଭାଇରାଲ ହେଉଥିବା ନଜରକୁ ଆସିଛି । ଯେଉଁଥିରେ ଏକ ଗୋଷ୍ଠୀ କିଛି ଲୋକଙ୍କୁ ଠେଙ୍ଗା ବାଡିରେ ଆକ୍ରମଣ କରୁଛନ୍ତି । ତେବେ ଗତ ଦୁଇଦିନ ତଳେ ରଙ୍ଗେଇଲୁଣ୍ଡା ଅଞ୍ଚଳର ବିଜେଡି ଯୁବ ନେତା ଶୁଭାଶିଷ ସାହୁଙ୍କୁ ମଧ୍ୟ ଆକ୍ରମଣ କରାଯାଇ ଭିଡିଓ ଭାଇରାଲ କରାଯାଇଥିଲା । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos