ଗଞ୍ଜାମରେ କିଏ କାହାକୁ କରୁଛି ଆକ୍ରମଣ ? | BJP-BJD Face Off in Gopalpur |Ganjam District |Odisha Reporter
Advertisment
ସରକାର ପରିବର୍ତ୍ତନକୁ ମାସେ ବିତିଲାଣି । ତଥାପି ଥମୁନି ନିର୍ବାଚନ ପରବର୍ତ୍ତୀ ହିଂସା । ଗତ କିଛିଦିନ ଧରି ଗୋପାଳପୁର ନିର୍ବାଚନ ମଣ୍ଡଳିର କିଛି ଭିଡିଓ ଭାଇରାଲ ହେଉଥିବା ନଜରକୁ ଆସିଛି । ଯେଉଁଥିରେ ଏକ ଗୋଷ୍ଠୀ କିଛି ଲୋକଙ୍କୁ ଠେଙ୍ଗା ବାଡିରେ ଆକ୍ରମଣ କରୁଛନ୍ତି । ତେବେ ଗତ ଦୁଇଦିନ ତଳେ ରଙ୍ଗେଇଲୁଣ୍ଡା ଅଞ୍ଚଳର ବିଜେଡି ଯୁବ ନେତା ଶୁଭାଶିଷ ସାହୁଙ୍କୁ ମଧ୍ୟ ଆକ୍ରମଣ କରାଯାଇ ଭିଡିଓ ଭାଇରାଲ କରାଯାଇଥିଲା । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us