Advertisment

ଗଞ୍ଜାମରେ ନେତା ପ୍ରବଳ ହେଲେ କାମ ଦୁର୍ବଳ?

ଆଉ ବର୍ଷେ ପରେ ଅର୍ଥାତ ୨୦୨୪ରେ ସାଧାରଣ ନିର୍ବାଚନ। ଏହାକୁ ନେଇ ନେତା ଠାରୁ କର୍ମୀ ଏବେଠୁ ଆକ୍ଟିଭ ହୋଇ ପ୍ରଚାର ମଇଦାନକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଲୋକ ସମ୍ପର୍କକୁ ବଢାଇ ଦେଇଛନ୍ତି ।

author-image
Manoj Swain

ଆଉ ବର୍ଷେ ପରେ ଅର୍ଥାତ ୨୦୨୪ରେ ସାଧାରଣ ନିର୍ବାଚନ। ଏହାକୁ ନେଇ ନେତା ଠାରୁ କର୍ମୀ ଏବେଠୁ ଆକ୍ଟିଭ ହୋଇ ପ୍ରଚାର ମଇଦାନକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଲୋକ ସମ୍ପର୍କକୁ ବଢାଇ ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଗୋପାଳପୁର ଇଜ ମାଇ ହାର୍ଟ କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିବାକୁ ପଛାଇ ନାହାନ୍ତି ପ୍ରଦୀପ ।

Advertisment
Ganjam Odisha Politics Pradeep Panigrahi