Advertisment

ଭୋଗରାଇରେ ମାମୁ-ଭଣଜା ଲଢ଼େଇ

ଭୋଗରାଇରେ ମାମୁ- ଭଣଜାଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଗୌତମ ନିଜ ଭଣଜାଙ୍କୂ ହରାଇ ପାରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Advertisment

ଆରମ୍ଭରୁ ଭୋଗରାଇ ନିର୍ବାଚନମଣ୍ଡଳୀରେ ପ୍ରାର୍ଥିତ୍ୱକୁ ନେଇ ବିଭିନ୍ନ ଆଲୋଚନା ହେଉଥିବା ବେଳେ ଦଳର ମୁଖପାତ୍ର ଗୌତମବୁଦ୍ଧ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ନବୀନ। ଗୌତମ ସାମ୍ବାଦିକରୁ ରାଜନେତା ବନିଛନ୍ତି। ଏବେ ବିଜେଡି ତାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିଛି। ତେବେ ପୂର୍ବରୁ କଂଗ୍ରେସ ଅନ୍ୟତମ ସତ୍ୟଶିବ ଦାସଙ୍କୁ ଟିକେଟ ଦେଇଥିଲା। ସେ ମଧ୍ୟ ସାମ୍ବାଦିକରୁ ରାଜନେତା ବନିବା ପରେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିଲେ। ଗୌତମବୁଦ୍ଧ ଓ ସତ୍ୟଶିବ ହେଉଛନ୍ତି ମାମୁ ଓ ଭଣଜା। ତେଣୁ ଭୋଗରାଇରେ ମାମୁ- ଭଣଜାଙ୍କ ମଧ୍ୟରେ କଡ଼ା ଟକ୍କର ହେବ। ଗୌତମ ନିଜ ଭଣଜାଙ୍କୂ ହରାଇ ପାରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। 

Advertisment
BjD Congress Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe