Advertisment

ବିଜେଡିର ଲେଖା ଛିଡେଇଦେଲେ ପ୍ରଦୀପ ପାଣିଗ୍ରାହୀ !

ବ୍ରହ୍ମପୁରର ନବନିର୍ବାଚିତ ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହିଙ୍କ ଏ ଚର୍ଚ୍ଚିତ ଡାଇଲଗ୍‌ରେ କମ୍ପିଥିଲା ପୂରା ଓଡ଼ିଶା।

author-image
Manoj Swain

ଯାହାଙ୍କ ଗୋଟିଏ ନାରା ସାରା ଓଡ଼ିଶାରେ ଚହଳ ପକାଇଥିଲା, ବୁଢାଠୁ ଟୋକା ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା, ତାହା ହେଉଛି ଲେଖା ଛିଡେଇଦେବା। ବ୍ରହ୍ମପୁରର ନବନିର୍ବାଚିତ ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହିଙ୍କ ଏ ଚର୍ଚ୍ଚିତ ଡାଇଲଗ୍‌ରେ କମ୍ପିଥିଲା ପୂରା ଓଡ଼ିଶା। ଦେଖନ୍ତୁ ପୂରା ରିପୋର୍ଟ।

Advertisment
Odisha Bjp Pradeep Kumar Panigrahy