କମଳେରୁ କମଳା, କହି କହି କରି ଦେଲେ | Odisha Reporter
Advertisment
ଯାହାଙ୍କ ଗୋଟିଏ ନାରା ସାରା ଓଡ଼ିଶାରେ ଚହଳ ପକାଇଥିଲା, ବୁଢାଠୁ ଟୋକା ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା, ତାହା ହେଉଛି ଲେଖା ଛିଡେଇଦେବା। ବ୍ରହ୍ମପୁରର ନବନିର୍ବାଚିତ ବିଜେପି ସାଂସଦ ପ୍ରଦୀପ ପାଣିଗ୍ରାହିଙ୍କ ଏ ଚର୍ଚ୍ଚିତ ଡାଇଲଗ୍ରେ କମ୍ପିଥିଲା ପୂରା ଓଡ଼ିଶା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us