ଛକାପଞ୍ଝା ଭିତରେ ଘୋଷଣା ହୋଇପାରୁନି ପ୍ରାର୍ଥୀ ତାଲିକା। ବିଜେଡି ଚାହିଁଛି ବିଜେପି ଓ କଂଗ୍ରେସକୁ, ବିଜେପି ଚାହିଁଛି ବିଜେଡି ଓ କଂଗ୍ରେସକୁ, କଂଗ୍ରେସ ଚାହିଁଛି ବିଜେପି ଓ ବିଜେଡିକୁ। ଯେଉଁଠି କେଁ ରହୁଛି ତାକୁ ପଛକୁ ରଖି ଦେଉଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।