Advertisment

ସର୍ବସମ୍ମୁଖରେ ଅପରାଧିକ ବିବରଣୀ ଦେବେ ଦାଗୀ ନେତା

ଦାଗୀ ନେତାମାନେ ଟିଭି ଓ ଖବର କାଗଜରେ ଦେବେ ନିଜ ନିଜ ଅପରାଧିକ ରେକର୍ଡ। ବିଜ୍ଞାପନ ଜରିଆରେ ନିଜର ଅପରାଧିକ ରେକର୍ଡ ଦେଖାଇବେ।

Advertisment

ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ। ଦେଶର ୭ଟି ପର୍ଯ୍ୟାୟରେ ପଡିବ ଭୋଟ। ତେବେ ଏଥର ପ୍ରାର୍ଥୀଙ୍କ ପାଇଁ ହୋଇଛି ନୂଆ ନିୟମ। ଦାଗୀ ନେତାମାନେ ଟିଭି ଓ ଖବର କାଗଜରେ ଦେବେ ନିଜ ନିଜ ଅପରାଧିକ ରେକର୍ଡ। ବିଜ୍ଞାପନ ଜରିଆରେ ନିଜର ଅପରାଧିକ ରେକର୍ଡ ଦେଖାଇବେ। ତେବେ ଥରେ କିମ୍ବା ଦୁଇଥର ନୁହେଁ ୩ଥର ନିଜ ଅପରାଧିକ ବିବରଣୀ ଦେବେ ଦାଗୀ ନେତା। ଏଭଳି କିଛି ଆଜି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Eci 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe