ଫଳକ କହୁଛି ଓଡ଼ିଆ ଅସ୍ମିତାର କଥା |Loka Seva Bhavan |Odia Identity On Minister\'s Nameplates |BJP Govt |OR
Advertisment
କ୍ଷମତାକୁ ଆସିଲା ବିଜେପି। ସବୁଠି ଦିଶିଲା ଓଡ଼ିଆ ଅସ୍ମିତାର ଝଲକ। ଲୋକସେବା ଭବନରେ ଥିବା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଲାଗିଥିବା ନାମଫଳକୁ ନେଇ ଏବେ ସବୁଠି ଚର୍ଚ୍ଚା। ନାରଙ୍ଗୀ ରଙ୍ଗ ସାଙ୍ଗକୁ ପଷାପାଲି ସମ୍ବଲପୁରୀ ଧଡି। ସତେ ଯେପରି ଓଡ଼ିଶାର ପରିଚୟ, କଳା ଓ ହସ୍ତତନ୍ତ ଏହି ଫଳକରେ ପ୍ରତୀୟମାନ ହେଉଛି.... ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us