Advertisment

ବଦଳୁଛି ଗୋପବନ୍ଧୁଙ୍କ ଗାଁ

ନୂଆ ରୂପ ନେଉଛି ଗୋପବନ୍ଧୁ ଗାଁ। ସତ୍ୟବାଦୀ ବ୍ଲକ୍ ସୁଆଣ୍ଡୋ ଗାଁର ରୂପ ବଦଳୁଛି। ସୁଆଣ୍ଡୋରେ ରହିଛି ଉତ୍କଳମଣି ଗୋପବନ୍ଧୁଙ୍କ ପୈତୃକ ବାସଗୃହ। ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଗୋପବନ୍ଧୁଙ୍କ ପୁରୁଣା ଘରର ନବୀକରଣ, ଗ୍ରାମ୍ୟ ମନ୍ଦିର ସହ ପାର୍କ ଭିତରେ ଗୋପବନ୍ଧୁଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ଓ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ କାମ ଶେଷ ହେବାକୁ ବସିଛି। ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ସଂପର୍କରେ ଗୋପବନ୍ଧୁଙ୍କ ନାତି ରବୀନ୍ଦ୍ରନାଥ ଦାସ କ’ଣ କୁହନ୍ତି ଶୁଣନ୍ତୁ।

Gopabandhu Das Utkala Mani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe