Advertisment

କାହାକୁ ଭୋଟ୍ ଦେବ ଗୋପବନ୍ଧୁଙ୍କ ଗାଁ ?

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ସୁଆଣ୍ଡୋରେ ବିକାଶ ହୋଇଛି ତ ? ନିର୍ବାଚନ ଋତୁରେ କାହାକୁ ଭୋଟ୍ ଦେବେ ଗୋପବନ୍ଧୁଙ୍କ ଗାଁ ଲୋକେ ?

ଅଦ୍ୟତନ ହୋଇଛି
Advertisment

ଲୋକଙ୍କ ମୁହଁରେ ନେତାଙ୍କ କଥା । ଗୋପବନ୍ଧୁଙ୍କ ଗାଁ ଲୋକେ ଦେଲେ ବିସ୍ଫୋରକ ବୟାନ । କେତେ ହୋଇଛି ଉନ୍ନତି, ନେତା କରିଛନ୍ତି କଣ ? ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗାଁ ସୁଆଣ୍ଡୋରେ ବିକାଶ ହୋଇଛି ତ ? ନିର୍ବାଚନ ଋତୁରେ କାହାକୁ ଭୋଟ୍ ଦେବେ ଗୋପବନ୍ଧୁଙ୍କ ଗାଁ ଲୋକେ ? ତେବେ କେମିତି ରହିଛି ଲୋକଙ୍କ ମୁଡ଼ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।

Advertisment
Odisha Politics Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe