Advertisment

ପ୍ୟାଣ୍ଟରେ ଝାଡା କରିଦେଲା ଗୋପାଳ

ଗୋପାଳ ଦାସର ଭୟକୁ ନେଇ ଦିନକୁ ଦିନ ଅନେକ ଚର୍ଚ୍ଚା। ହେଲେ ଏବେ ସାମନାକୁ ଆସିଛି ଗୋପାଳ କେମିତି ଡରୁଥିଲା ମନ୍ତ୍ରୀ ନବ ଦାସଙ୍କୁ। ମନ୍ତ୍ରୀ ନବ ଦାସଙ୍କ ଚରିତ୍ର କେଉଁ ପ୍ରକାରର ଥିଲା। ଗୋପାଳ ତାର ବୟାନରେ କହିଛି ୨୦୧୪ ନର୍ବାଚନ ଆଗରୁ ମୋଟର ଭେଇକିଲ୍ ଚେକିଂ କରୁଥିବାବେଳେ ନବ ଦାସଙ୍କ ଆଗରେ ଯାଉଥିବା ଗାଡିକୁ ଅଟକାଇଥିଲା ଗୋପାଳ ।

ଅଦ୍ୟତନ ହୋଇଛି
Advertisment

ଗୋପାଳ ଦାସର ଭୟକୁ ନେଇ ଦିନକୁ ଦିନ ଅନେକ ଚର୍ଚ୍ଚା। ହେଲେ ଏବେ ସାମନାକୁ ଆସିଛି ଗୋପାଳ କେମିତି ଡରୁଥିଲା ମନ୍ତ୍ରୀ ନବ ଦାସଙ୍କୁ। ମନ୍ତ୍ରୀ ନବ ଦାସଙ୍କ ଚରିତ୍ର କେଉଁ ପ୍ରକାରର ଥିଲା। ଗୋପାଳ ତାର ବୟାନରେ କହିଛି ୨୦୧୪ ନର୍ବାଚନ ଆଗରୁ ମୋଟର ଭେଇକିଲ୍ ଚେକିଂ କରୁଥିବାବେଳେ ନବ ଦାସଙ୍କ ଆଗରେ ଯାଉଥିବା ଗାଡିକୁ ଅଟକାଇଥିଲା ଗୋପାଳ । ଡିସ୍ପୋଭେନ ସିରିଞ୍ଜ କାର୍ଟୁନ ଭିତରେ ଟଙ୍କା ଦେଖିବାକୁ ପାଇଥିଲା ଗୋପାଳ । ଏ ବିଷୟରେ ଖୋଳତାଡ କରିବାରୁ ନବ ଦାସ ବିରକ୍ତ ପ୍ରକାଶ କରିବା ସହ ଗୋପାଳକୁ ନାଲି ଆଖି ଦେଖାଇଥିଲେ।

Advertisment
Gopal Das Naba Das Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe