Advertisment

ଟାର୍ଗେଟରେ ହିଞ୍ଜିଳି, ଆସନରେ ବ୍ରହ୍ମପୁର ଲୋକସଭା !

ପ୍ରଦୀପଙ୍କ ପୁରୁଣା ପ୍ରତିଦ୍ବନ୍ଦୀ ବିଭୁତି କହିଲେ, ସେ ରାମ ଭକ୍ତ ବିଭୀଷଣ ହୋଇପାରନ୍ତି।

Advertisment

ପଦ୍ମ ଧରିଲେ ଗୋପାଳପୁରର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ, କହିଲେ କମଳରୁ କମଳା। ବିଜେପି ପାର୍ଟି ଅଫିସରେ, ଆଉ ବାହାରେ କହିଲେ ହିଞ୍ଜିଳିରୁ ପରିବର୍ତ୍ତନ। ହିଞ୍ଜିଳି ହେଉଛି ନବୀନଙ୍କ ନିଜ ଆସନ, ଯେଉଁଠି ପ୍ରଦୀପ ଦିନେ ଇନଚାର୍ଜ ଥିଲେ। ବିଜେପିରେ ପ୍ରଦୀପ ଯୋଗଦେବା ପରେ କେଉଁଠି ଲଢିବେ ତାକୁ ନେଇ ଚର୍ଚ୍ଚା। କିଛି ଲୋକ କହୁଛନ୍ତି, ପ୍ରଦୀପ ବିଭୁତିଙ୍କୁ ଛାଡି ଦେଇଛନ୍ତି ଗୋପାଳପୁର ନିଜେ ଲଢିବେ ବ୍ରହ୍ମପୁର ଲୋକସଭା ! ପ୍ରଦୀପଙ୍କ ପୁରୁଣା ପ୍ରତିଦ୍ବନ୍ଦୀ ବିଭୁତି କହିଲେ, ସେ ରାମ ଭକ୍ତ ବିଭୀଷଣ ହୋଇପାରନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp Pradeep Panigrahi Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe