‘ମନ୍ତ୍ରୀ ଆଁ କରି ବସିଛନ୍ତି, ରାତିରେ ତକିଆ ଦେଇ କାନ୍ଦୁଛନ୍ତି’

'ବ୍ୟକ୍ତିଗତ ସଚିବଙ୍କ ଗସ୍ତ ପରେ କ୍ୟାବିନେଟ ମନ୍ତ୍ରୀ ମାନେ ଘରେ ଆଁ କରି ବସି କାନ୍ଦୁଛନ୍ତି । ନେତା ମନ୍ତ୍ରୀ ମାନେ ଏତେ ନିରବ କାହିଁକି । କ୍ୟାବିନେଟ ମନ୍ତ୍ରୀ ଆଁ କରି ବସିଛନ୍ତି, କାବା ହୋଇ ଦେଖୁଛନ୍ତି, ରାତିରେ ତକିଆ ଦେଇ କାନ୍ଦୁଛନ୍ତି । ମୋତେ କହୁଛନ୍ତି ପ୍ରଦୀପ ଭଲ କରୁଛୁ ।'

Manoj Swain
  • Published: Thursday, 24 August 2023
  • Updated: 24 August 2023, 05:59 PM IST

Sports

Latest News

'ବ୍ୟକ୍ତିଗତ ସଚିବଙ୍କ ଗସ୍ତ ପରେ କ୍ୟାବିନେଟ ମନ୍ତ୍ରୀ ମାନେ ଘରେ ଆଁ କରି ବସି କାନ୍ଦୁଛନ୍ତି । ନେତା ମନ୍ତ୍ରୀ ମାନେ ଏତେ ନିରବ କାହିଁକି । କ୍ୟାବିନେଟ ମନ୍ତ୍ରୀ ଆଁ କରି ବସିଛନ୍ତି, କାବା ହୋଇ ଦେଖୁଛନ୍ତି, ରାତିରେ ତକିଆ ଦେଇ କାନ୍ଦୁଛନ୍ତି । ମୋତେ କହୁଛନ୍ତି ପ୍ରଦୀପ ଭଲ କରୁଛୁ ।' କିଛି ଏହଳି କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos