‘ମନ୍ତ୍ରୀ ଆଁ କରି ବସିଛନ୍ତି, ରାତିରେ ତକିଆ ଦେଇ କାନ୍ଦୁଛନ୍ତି’ | Pradeep Panigrahy on MLAs | Odisha Reporter
Advertisment
'ବ୍ୟକ୍ତିଗତ ସଚିବଙ୍କ ଗସ୍ତ ପରେ କ୍ୟାବିନେଟ ମନ୍ତ୍ରୀ ମାନେ ଘରେ ଆଁ କରି ବସି କାନ୍ଦୁଛନ୍ତି । ନେତା ମନ୍ତ୍ରୀ ମାନେ ଏତେ ନିରବ କାହିଁକି । କ୍ୟାବିନେଟ ମନ୍ତ୍ରୀ ଆଁ କରି ବସିଛନ୍ତି, କାବା ହୋଇ ଦେଖୁଛନ୍ତି, ରାତିରେ ତକିଆ ଦେଇ କାନ୍ଦୁଛନ୍ତି । ମୋତେ କହୁଛନ୍ତି ପ୍ରଦୀପ ଭଲ କରୁଛୁ ।' କିଛି ଏହଳି କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us