କିଏ ବଡ଼ ସଂଗଠକ ଯାହାକୁ ମାଟି କରିଦେଲେ ପାଣ୍ଡିଆନ୍ ?

'ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ ୧୧୦ ଜଣ ବିଧାୟକ ଯନ୍ତ୍ରଣା ଭୋଗୁଛନ୍ତି'

Manoj Swain
  • Published: Sunday, 17 September 2023
  • Updated: 17 September 2023, 09:44 PM IST

Sports

Latest News

ବିଜୁ ଜନତା ଦଳ । ଗଠନ ଦିନଠୁ ଏକାକୀ ଓଡିଶାର କ୍ଷମତା ଉପଭୋଗ କରି ଆସୁଛି । ଦଳର ସର୍ବେସର୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ ୧୧୦ ଜଣ ବିଧାୟକ ଯନ୍ତ୍ରଣା ଭୋଗୁଛନ୍ତି ,ବୋଲି କହିଛନ୍ତି ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବୁଝୁଥିବାବେଳେ ବିଜୁ ଜନତା ଦଳର ବଡ଼ ସଂଗଠକ ବୋଲାଉଥିବା ଜଣେ ନେତାଙ୍କୁ କାର୍ତ୍ତିକ ମାଟି କରିଦେଇଥିବା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos