କିଏ ବଡ଼ ସଂଗଠକ ଯାହାକୁ ମାଟି କରିଦେଲେ ପାଣ୍ଡିଆନ୍ ? | Odisha Reporter
Advertisment
ବିଜୁ ଜନତା ଦଳ । ଗଠନ ଦିନଠୁ ଏକାକୀ ଓଡିଶାର କ୍ଷମତା ଉପଭୋଗ କରି ଆସୁଛି । ଦଳର ସର୍ବେସର୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ ୧୧୦ ଜଣ ବିଧାୟକ ଯନ୍ତ୍ରଣା ଭୋଗୁଛନ୍ତି ,ବୋଲି କହିଛନ୍ତି ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବୁଝୁଥିବାବେଳେ ବିଜୁ ଜନତା ଦଳର ବଡ଼ ସଂଗଠକ ବୋଲାଉଥିବା ଜଣେ ନେତାଙ୍କୁ କାର୍ତ୍ତିକ ମାଟି କରିଦେଇଥିବା କହିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us