Advertisment

ନବୀନଙ୍କ ସହ କଥା ହେବା ପାଇଁ 200 ଥର ଚେଷ୍ଟା କରିଛନ୍ତି ପ୍ରଦୀପ

ଖାଲି ଏତିକି ନୁହେଁ, ସାର୍ କୁଆଡ଼େ ମୋତେ ଭାରି ଖୋଜୁଛନ୍ତି । ତେବେ ଏଠି ପ୍ରଶ୍ନ ପ୍ରଦୀପଙ୍କ ହୃଦୟ ଭିତରେ ଏବେ ବି କ’ଣ ବିଜେଡି ପ୍ରେମ ରହିଛି ?

author-image
Manoj Swain

ପ୍ରଦୀପ ଯିବେ କୁଆଡ଼େ, ପଦ୍ମ ଧରିବେ ନା ହାତ ? ବିଜେପି ଯିବେ ବୋଲି ବିଜେଡି ପୂର୍ବରୁ ପ୍ରେସମିଟ୍ କରିଥିଲା। ଏମିତି ବି ଚର୍ଚ୍ଚା ହେଉଛି କଂଗ୍ରେସ ସହ ମଧ୍ୟ ପ୍ରଦୀପ ଯୋଗାଯୋଗରେ ଅଛନ୍ତି। ପ୍ରଦୀପ କହିଛନ୍ତି ସାର ଡାକିଲେ ମୁଁ କଥା ହେବି। ହେଲେ ସାର ମୋତେ ଡାକୁ ନାହାଁନ୍ତି । ଏପରି କି ଜେଲରୁ ଆସିବା ପରେ ମୁଁ ପ୍ରାୟ 200 ଥର କଥା ହେବା ପାଇଁ ଚେଷ୍ଟା କରିଛି ହେଲେ ସଫଳ କିଛି ହୋଇନି। ଖାଲି ଏତିକି ନୁହେଁ, ସାର୍ କୁଆଡ଼େ ମୋତେ ଭାରି ଖୋଜୁଛନ୍ତି । ତେବେ ଏଠି ପ୍ରଶ୍ନ ପ୍ରଦୀପଙ୍କ ହୃଦୟ ଭିତରେ ଏବେ ବି କ’ଣ ବିଜେଡି ପ୍ରେମ ରହିଛି ?

Advertisment
Odisha BjD Pradeep Panigrahi