ପଶ୍ଚିମ ଭାଟିରେ ଟଙ୍କା ଉଡୁଛି ଗଞ୍ଜାମ ଭାଟିରେ ମୁଣ୍ଡ ଗଡୁଛି | Odisha Reporter
ମଦର ମହାନଦୀକୁ ନେଇ ଏବେ ବିରୋଧୀଙ୍କ ଟାର୍ଗେଟରେ ସରକାର ଏବଂ ସରକାରଙ୍କ ନୀତି। ସେପଟେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାରେ ମଦ ବ୍ୟବସାୟକୁ ନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ଗଞ୍ଜାମ ପାଇଁ ମଦ ବନ୍ୟା କରିବା ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି ! ପଶ୍ଚିମରେ କେଉଁ ବିଧାୟକ ଭାଟିରୁ କେତେ ଟଙ୍କା ନେଇଛନ୍ତି ସେ ନେଇ ତାଙ୍କ ପାଖରେ ତଥ୍ୟ ଥିବା କହିଛନ୍ତି । 2023 ମସିହାରେ ଗଞ୍ଜାମ ଜିଲ୍ଲାରେ ମଦ ପାଇଁ ପ୍ରାୟ 100ଟି ମର୍ଡର ହୋଇଛି ବୋଲି କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
