ଆଇଏଏସ୍‌ଙ୍କ ରାଜକୀୟ କାରବାର, ସରକାରୀ ଅର୍ଥରେ ବିଳାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନଙ୍କ ସରକାରରେ ଆଇଏଏସ ଅଫିସରମାନେ ଏବେ ରାଜକୀୟ ଜୀବନ ବିତାଉଛନ୍ତି। ସରକାରଙ୍କ ସମସ୍ତ ନିୟମକୁ ଅଣଦେଖା କରି ଲୋକଙ୍କ ଟିକସ ପଇସାରେ ଏବେ କିଛି ନିର୍ଦ୍ଦିଷ୍ଟ ଆଇଏଏସ ଅଫିସର କୁଆଡ଼େ ଅୟସ କରୁଛନ୍ତି ବୋଲି ଚର୍ଚ୍ଚା। ଶୁଣିବାକୁ ମିଳୁଛି, ରାଜଧାନୀର ଫରେଷ୍ଟ ପାର୍କ ଅଂଚଳରେ ରହୁଥିବା ରାଜ୍ୟ ସରକାରଙ୍କ କିଛି ବରିଷ୍ଠ ଆଇଏଏସ୍ କୁଆଡ଼େ ଏବେ ସେମାନଙ୍କର ସରକାରୀ ବାସଭବନକୁ ମନଇଚ୍ଛା ରି-ମଡେଲିଂ କରୁଛନ୍ତି। ଆଉ ସେଥିପାଇଁ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ପାଣି […]

12

12

Sampad Mahapatra
  • Published: Tuesday, 09 October 2018
  • Updated: 09 October 2018, 09:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନଙ୍କ ସରକାରରେ ଆଇଏଏସ ଅଫିସରମାନେ ଏବେ ରାଜକୀୟ ଜୀବନ ବିତାଉଛନ୍ତି। ସରକାରଙ୍କ ସମସ୍ତ ନିୟମକୁ ଅଣଦେଖା କରି ଲୋକଙ୍କ ଟିକସ ପଇସାରେ ଏବେ କିଛି ନିର୍ଦ୍ଦିଷ୍ଟ ଆଇଏଏସ ଅଫିସର କୁଆଡ଼େ ଅୟସ କରୁଛନ୍ତି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ରାଜଧାନୀର ଫରେଷ୍ଟ ପାର୍କ ଅଂଚଳରେ ରହୁଥିବା ରାଜ୍ୟ ସରକାରଙ୍କ କିଛି ବରିଷ୍ଠ ଆଇଏଏସ୍ କୁଆଡ଼େ ଏବେ ସେମାନଙ୍କର ସରକାରୀ ବାସଭବନକୁ ମନଇଚ୍ଛା ରି-ମଡେଲିଂ କରୁଛନ୍ତି। ଆଉ ସେଥିପାଇଁ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି କୁଆଡ଼େ ଖର୍ଚ୍ଚ ହେଉଛି। ଭୁବନେଶ୍ୱର ସହର ପାଇଁ ଉଦ୍ଦିଷ୍ଟ ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ ରେଗୁଲେସନର ଖୁଲମଖୁଲା ଉଲ୍ଲଘଂନ କରି ଏହି ଆଇଏଏସମାନେ କୁଆଡ଼େ ନିଜ ନିଜର ସରକାରୀ ବାସଭବନକୁ ରାଜଉଆସ ଭଳି ସଜାଇବାରେ ଲାଗିଛନ୍ତି।

ପ୍ରଚଳିତ ନିୟମ ଅନୁସାରେ ସରକାରଙ୍କ ବିନା ଅନୁମତିରେ ସରକାରୀ ବାସଭବନର ମୂଳ ଢାଞ୍ଚାରେ କୌଣସି ପରିବର୍ତ୍ତନ କିମ୍ବା କନଷ୍ଟ୍ରକ୍ସନ୍ ଆଇନସମ୍ମତ ହୋଇନଥିବା ସ୍ଥଳେ ଏହି ଆଇଏଏସମାନେ ନିଜର ପ୍ରଭାବ ବଳରେ କୁଆଡ଼େ ମନଇଚ୍ଛା ନିର୍ମାଣ କରୁଛନ୍ତି।

ଶୁଣିବାକୁ ମିଳୁଛି, ନିର୍ଦ୍ଦିଷ୍ଟ ଶ୍ରେଣୀର ସମସ୍ତ ସରକାରୀ ବାସଭବନ ଗୋଟିଏ ଢାଞ୍ଚାରେ ରହିବାର ପ୍ରାବଧାନ ଥିବାବେଳେ ଜଣେ ପ୍ରମୁଖ ସଚିବ ପାହ୍ୟାର ଅଫିସର ପ୍ରଥମେ ନିଜ ଇଚ୍ଛାରେ ବାସଭବନର ମୁଖ୍ୟ ଗେଟକୁ ବଦଳାଇଥିଲେ। ପରେ ସେହି ବାସଭବନରେ ବଗିଚା ତିଆରି କରିବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଏବେ କୁଆଡ଼େ କେବଳ ନିଜର ବାଥରୁମର ରିନୋଭେସନ୍ ପାଇଁ ସାଢ଼େ ୪ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।ଏହି ଅଫିସରଜଣକ କୁଆଡ଼େ ଗତ ଦୁଇବର୍ଷ ମଧ୍ୟରେ ନିଜ ବାସଭବନରେ ଭଙ୍ଗାଗଢ଼ା କାର୍ଯ୍ୟରେ ରାଜକୋଷରୁ ପ୍ରାୟ ୧୭ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି।

ସେହିପରି ଅତି ଉଚ୍ଚ ପ୍ରଶାସନିକ ପଦବୀରେ ଥିବା ଜଣେ ଅଫିସର କୁଆଡ଼େ ଗତ ଦୁଇବର୍ଷ ମଧ୍ୟରେ ନିଜ ବାସଭବନରେ ଆଧୁନିକୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ୭-୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅନ୍ୟଜଣେ ୨ଜଣ ସଚିବ ପାହ୍ୟାର ଅଫିସର କୁଆଡ଼େ ରାଜକୋଷ ଅର୍ଥରେ ସରକାରୀ ବାସଭବନର ଡିଜାଇନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ଷ୍ଟାଫ୍ କ୍ୱାଟର୍ସଠୁ ଆରମ୍ଭ କରି ଗେଷ୍ଟରୁମ୍ ପର୍ଯ୍ୟନ୍ତ ନିର୍ମାଣ ଆଦି ପାଇଁ ସେ କୁଆଡ଼େ ସରକାରଙ୍କ ଠାରୁ ୪୨ଲକ୍ଷ ଟଙ୍କାର ବିଲ ପାସ କରାଇ ନେଇଛନ୍ତି।

ଏହି ସରକାରୀ ବାସଭବନଗୁଡ଼ିକରେ ସମ୍ପୃକ୍ତ ଆଇଏଏସମାନେ ୪-୫ବର୍ଷ ରହୁଥିବାବେଳେ ଏହାର ଆଧୁନିକୀକରଣରେ ପ୍ରତିବର୍ଷ ହାରାହାରି ୫ରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ପୂର୍ବରୁ ଯେଉଁ ଅଫିସରମାନେ ସେହି ଘରେ ଥିଲେ ସେମାନେ କୁଆଡ଼େ ଛୋଟବଡ଼ ପରିମାଣର ଟଙ୍କା ବ୍ୟୟ କରି ସେସବୁ ଘରର ଆଧୁନିକୀକରଣ କାର୍ଯ୍ୟ କରିଥିଲେ। ସେମାନେ ଯିବାପରେ ଏହି ବାସଭବନରେ ରହୁଥିବା ସମ୍ପୃକ୍ତ ଆଇଏଏସମାନେ କୁଆଡ଼େ ଏସବୁ ଘରକୁ ଭାଙ୍ଗି ପୁଣିଥରେ ତାକୁ ରି-ମଡେଲିଂ କରିଛନ୍ତି।

ଆଉ ଏମାନେ ଯିବାପରେ ଯେଉଁ ଅଫିସର ଆସିବେ ସେମାନେ ବି ସେଭଳି ପରମ୍ପରା ଆପଣାଇବେ। ତେଣୁ ଏସବୁ ବ୍ୟବସ୍ଥାକୁ ରୋକିବ କିଏ ତାକୁ ନେଇ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story