ବିଜେଡି ନେତାଙ୍କ ରଙ୍ଗୀନ୍ ଗେଷ୍ଟ୍‌ହାଉସ୍: ଯୁବନେତା ଓ ଅଫିସରଙ୍କ ପାଇଁ ଆୟୋଜନ ହେଉଛି ସୁରାସାକିର ଆସର

ଚର୍ଚ୍ଚା ହେଉଛି, ରାଜଧାନୀର ସମ୍ଭ୍ରାନ୍ତ ଅଞ୍ଚଳ ଭାବେ ପରିଚିତ ଏହି ସ୍ଥାନରେ ଥିବା ଉକ୍ତ ନେତାଙ୍କ ଗେଷ୍ଟହାଉସ୍‌ରେ କୁଆଡ଼େ ସବୁପ୍ରକାରର ଦୁଇନମ୍ବର କାର୍ଯ୍ୟ ଚାଲେ। କିଛି ଅଫିସର୍ ଓ ଯୁବନେତା କୁଆଡ଼େ ଏହି ଗେଷ୍ଟ ହାଉସର ନିୟମିତ ଗ୍ରାହକ। ପୁଲିସ୍ ପାଖରେ ଏନେଇ ନିର୍ଦ୍ଦିଷ୍ଟ ଖବର ଥିଲେ ମଧ୍ୟ ସମ୍ପୃକ୍ତ ନେତାଙ୍କ ଭୟରେ ସେଠାରେ ଚଢ଼ଉ ହୁଏନି। ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ଜଣେ ପ୍ରଭାବଶାଳୀ ନେତାଙ୍କ ମାଲିକାନାରେ ଥିବା ରାଜଧାନୀର ଏକ ଗେଷ୍ଟ ହାଉସରେ କୁଆଡ଼େ […]

Gossip

Gossip

Amaresh Biswal
  • Published: Friday, 24 August 2018
  • Updated: 25 August 2018, 01:46 AM IST

Sports

Latest News

ଚର୍ଚ୍ଚା ହେଉଛି, ରାଜଧାନୀର ସମ୍ଭ୍ରାନ୍ତ ଅଞ୍ଚଳ ଭାବେ ପରିଚିତ ଏହି ସ୍ଥାନରେ ଥିବା ଉକ୍ତ ନେତାଙ୍କ ଗେଷ୍ଟହାଉସ୍‌ରେ କୁଆଡ଼େ ସବୁପ୍ରକାରର ଦୁଇନମ୍ବର କାର୍ଯ୍ୟ ଚାଲେ। କିଛି ଅଫିସର୍ ଓ ଯୁବନେତା କୁଆଡ଼େ ଏହି ଗେଷ୍ଟ ହାଉସର ନିୟମିତ ଗ୍ରାହକ। ପୁଲିସ୍ ପାଖରେ ଏନେଇ ନିର୍ଦ୍ଦିଷ୍ଟ ଖବର ଥିଲେ ମଧ୍ୟ ସମ୍ପୃକ୍ତ ନେତାଙ୍କ ଭୟରେ ସେଠାରେ ଚଢ଼ଉ ହୁଏନି।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ଜଣେ ପ୍ରଭାବଶାଳୀ ନେତାଙ୍କ ମାଲିକାନାରେ ଥିବା ରାଜଧାନୀର ଏକ ଗେଷ୍ଟ ହାଉସରେ କୁଆଡ଼େ ଖାସ୍ ଟ୍ରିଟ୍‌ମେଣ୍ଟ ବ୍ୟବସ୍ଥା ହେଉଛି ବୋଲି ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ସମ୍ପୃକ୍ତ ବିଜେଡି ନେତା ନିଜର ଜଣେ ବିଶ୍ୱସ୍ତ ଅନୁଗତଙ୍କ ମାଧ୍ୟମରେ କୁଆଡ଼େ ଏହି ହୋଟେଲ୍-କମ୍-ଗେଷ୍ଟହାଉସ୍ ବୁଝାସୁଝା କରୁଛନ୍ତି। ଆଉ ଏହି ଅନୁଗତଙ୍କ ମାଧ୍ୟମରେ ହିଁ ନେତାଜଣକ କୁଆଡ଼େ ନିଜର ସମସ୍ତ କଳାଟଙ୍କାକୁ ବିନିଯୋଗ କରୁଛନ୍ତି। ଏହି ନେତାଙ୍କର ରାଜଧାନୀରେ କୁଆଡ଼େ ଗୋଟିଏ ଅତ୍ୟାଧୁନିକ ପ୍ରିଣ୍ଟିଂ ପ୍ରେସ୍ ଓ ଗୋଟିଏ ଛୋଟଧରଣର ହୋଟେଲ ବି ରହିଛି।

ସେହିପରି କଟକ ରୋଡ ଅଞ୍ଚଳରେ ଥିବା ଏହି ନେତାଙ୍କର ପ୍ରିଣ୍ଟିଂ ପ୍ରେସ୍‌ରେ କୁଆଡ଼େ ବିଜେଡିର ବିଭିନ୍ନ ଦଳୀୟ ପ୍ରଚାରପତ୍ରଠୁ ଆରମ୍ଭ କରି ସମସ୍ତ ଛପା କାର୍ଯ୍ୟ ହୋଇଥାଏ। ଅବଶ୍ୟ ଏହି ହୋଟେଲ, ଗେଷ୍ଟ ହାଉସ୍ କି ପ୍ରିଣ୍ଟିଂ ପ୍ରେସକୁ କୁଆଡ଼େ ଦିନଟିଏ ବି ସମ୍ପୃକ୍ତ ଯୁବନେତା ଯାଇନାହାନ୍ତି।

ଶୁଣିବାକୁ ମିଳୁଛି, ବାବୁଙ୍କ ଗେଷ୍ଟହାଉସ୍‌ରେ ନିୟମିତ ଚାଲୁଥିବା ସୁରାସାକିର ଆସର କଥା କୁଆଡ଼େ ଗତ କିଛିବର୍ଷ ତଳେ ଜଣେ ପୁଲିସ୍ ଅଫିସର ପଦାରେ ପକାଇ ଦେବାରୁ ତାଙ୍କୁ ନେତାଙ୍କ ଆକ୍ରୋଶର ଶୀକାର ହେବାକୁ ପଡ଼ିଥିଲା। ସେହି ପୁଲିସ୍ ଅଫିସରଙ୍କ ଅବସ୍ଥା ଏଭଳି ହେଲା ଯେ ସିଏ ଆଉ ଚାହିଁଲେ ବି ଭୁବନେଶ୍ୱର ଫେରି ପାରୁନାହାନ୍ତି।

ଶୁଣିବାକୁ ମିଳୁଛି, ବାବୁଙ୍କ ଗେଷ୍ଟହାଉସ୍‌ରେ ନିୟମିତ ଚାଲୁଥିବା ସୁରାସାକିର ଆସର କଥା କୁଆଡ଼େ ଗତ କିଛିବର୍ଷ ତଳେ ଜଣେ ପୁଲିସ୍ ଅଫିସର ପଦାରେ ପକାଇ ଦେବାରୁ ତାଙ୍କୁ ନେତାଙ୍କ ଆକ୍ରୋଶର ଶୀକାର ହେବାକୁ ପଡ଼ିଥିଲା। ସେହି ପୁଲିସ୍ ଅଫିସରଙ୍କ ଅବସ୍ଥା ଏଭଳି ହେଲା ଯେ ସିଏ ଆଉ ଚାହିଁଲେ ବି ଭୁବନେଶ୍ୱର ଫେରି ପାରୁନାହାନ୍ତି। ଏପରିକି ସରକାରୀ ବ୍ୟବସ୍ଥାରେ ତାଙ୍କ ପ୍ରତି ବଢ଼ୁଥିବା ଆକ୍ରୋଶ କୁଆଡ଼େ ଏବେ ତାଙ୍କୁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ବାଧ୍ୟ କରିଥିବା ଚର୍ଚ୍ଚା।

ସମ୍ପୃକ୍ତ ନେତାଙ୍କର ଖାସ୍ ଟ୍ରିଟ୍‌ମେଣ୍ଟ ମିଳୁଥିବା ଗେଷ୍ଟହାଉସ୍ ଓ ପ୍ରିଣ୍ଟିଙ୍ଗ୍ ପ୍ରେସରେ ପ୍ରଚୁର ଅର୍ଥ ବିନିଯୋଗ ହୋଇଥିବା ଓ ହୋଟେଲରେ ଚାଲିଥିବା କାରବାରର ଖବର ତୃତୀୟ ମହଲାର ବାବୁଙ୍କ ପାଖରେ ଅଛି କି ନାହିଁ, ତା'କୁ ନେଇ ଏବେ ଦଳୀୟ ମହଲରେ ଚାଲିଛି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story