ସରପଞ୍ଚଙ୍କ ସ୍ୱାମୀଙ୍କୁ ତାଗିଦ କଲେ ରାଜ୍ୟପାଳ | Odisha Reporter
Advertisment
ଲୋକଙ୍କ ସମସ୍ୟା ସମ୍ପର୍କରେ ପ୍ରଥମେ ଆଲୋଚନା କଲେ। ଏହାପରେ ସମସ୍ୟାର ସାମାଧାନ ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ଡାକିଲେ। କିନ୍ତୁ ସରପଞ୍ଚଙ୍କ ବଦଳରେ ରାଜ୍ୟପାଳ ରଘୁବର ଦାସଙ୍କ ପାଖକୁ ତାଙ୍କ ସ୍ୱାମୀ ଆସି ପହଞ୍ଚି ଯାଇଥିଲେ। ତେବେ ମହିଳା ସରପଞ୍ଚଙ୍କ ବଦଳରେ ତାଙ୍କ ସ୍ୱାମୀଙ୍କୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ରାଜ୍ୟପାଳ ଦାସ। ଏନେଇ ସେ ମହିଳା ସରପଞ୍ଚଙ୍କ ସ୍ୱୀମୀଙ୍କୁ ତାଗିଦ ମଧ୍ୟ କରିଥିଲେ। ବୁଧବାର ଦିନ ରାଜ୍ୟପାଳ ରଘୁବର ଦାସ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us