ଏପଟେ ପିଟିଲେ, ସେପଟେ ପଶିଗଲେ..| EOW Raid At Soumya Patnaik\'s Sambad Headquarter | Odisha Reporter
ଖବର କାଗଜରେ ବାହାରିଲା ଗୋଟିଏ ପରେ ଗୋଟିଏ ଆମ ଘରର ହାଲଚାଲ। ଲେଖାରେ ରାଜ୍ୟରେ ଚାଲିଥିବା ବର୍ତ୍ତମାନର ଶାସନ ତନ୍ତ୍ରକୁ ନାଦି ଦେଇ ଚାଲିଲେ ସୌମ୍ୟ। ନବୀନ ବସିଛନ୍ତି ନବୀନ ନିବାସରେ ସଚିବ ବୁଲୁଛନ୍ତି ବାହାରେ। ଫାଇବ ଟି ସଚିବ ଯାହା କରୁଛନ୍ତି ତାହା ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ତ ବୋଲି ସେ ପ୍ରଶ୍ନ କରିଥିଲେ। ସେପଟେ ସୌମ୍ୟଙ୍କ ଏଭଳି ମାଡ଼ ପରେ ଜାଗି ଉଠିଲା ପ୍ରଶାସନ। ହଠାତ ସୌମ୍ୟ ବାବୁଙ୍କ ନାଁରେ ହେଲା ଇଓଡବ୍ଲୁରେ କମ୍ପ୍ଲେନ୍। ଲାଗୁଛି ଏପଟେ ପିଟିଲେ, ସେପଟେ ପଶିଗଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
