ଫୋକସରେ ପଶ୍ଚିମ ଓଡ଼ିଶା: ୨ ହଜାର ‘ମୁଖ୍ୟମନ୍ତ୍ରୀ ସଭାଗୃହ’ ନିର୍ମାଣ ପାଇଁ ୧୨୫ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି ସଭାଗୃହ କାର୍ଯ୍ୟକ୍ଷମ ହେଲେ ପଶ୍ଚିମଓଡ଼ିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ । ପଶ୍ଚିଚଓଡ଼ିଶାର ବିକାଶ ପାଇଁ ସର୍ବଦା ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ।

Naveen patnaik PhotoOR

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Friday, 14 July 2023
  • Updated: 14 July 2023, 10:42 PM IST

Sports

Latest News

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମଓଡ଼ିଶା ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ କ୍ଷମତାସୀନ ବିଜେଡି ସରକାର ଉଦ୍ୟମ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶା ପାଇଁ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ ନାଁରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି । ଏଥିରେ ମୋଟ ୨ହଜାର ସଭାଗୃହ ନିର୍ମାଣ କରାଯିବା ସହ ୧୨୫କୋଟି ଟଙ୍କା ବ୍ୟୟ କରାଯିବ । ଫାଇଭ-ଟି ଉପକ୍ରମରେ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ୩୩.୫୮କୋଟି ଟଙ୍କା ବିନିଯୋଗରେ ଅନେକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପଶ୍ଚିମଓଡ଼ିଶାରେ ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ବିଜେଡି ସରକାର ଗତ କିଛିମାସ ଧରି ବିଭିନ୍ନ ପ୍ରକାର ପ୍ରୟାସ ଜୋରଦାର କରିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି ସଭାଗୃହ କାର୍ଯ୍ୟକ୍ଷମ ହେଲେ ପଶ୍ଚିମଓଡ଼ିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ । ପଶ୍ଚିଚଓଡ଼ିଶାର ବିକାଶ ପାଇଁ ସର୍ବଦା ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ପଶ୍ଚିମଓଡ଼ିଶା ବିକାଶ ପରିଷଦର ବଜେଟ ଦୁଇଗୁଣ ହେବା ସହ ଏହାର କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧି ପାଇଛି । ଜନପ୍ରତିନିଧିମାନଙ୍କ ସହ ଆଲୋଚନା କରି ବିକାଶ କାର୍ଯ୍ୟକ୍ରମକୁ ହାତକୁ ନେବା ପାଇଁ ସେ ବିକାଶ ପରିଷଦକୁ ପରାମର୍ଶ ଦେଇଛନ୍ତି । ପଶ୍ଚିମଓଡ଼ିଶାର ବିକାଶ କ୍ଷେତ୍ରରେ ବିକାଶ ପରିଷଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପଶ୍ଚିମଓଡ଼ିଶା ଖୁବଶୀଘ୍ର ବିକାଶର ସବୁ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Also Read

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ରାଜେନ୍ଦ୍ର ଢ଼ୋଲକିଆ, ରୀତା ସାହୁ ଏବଂ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story