ସରକାରୀ ବାବୁ ପାଣ୍ଡିଆନ ଦେଲେ ଯୁବ ବିଜେଡିକୁ ଗୁରୁମନ୍ତ୍ର !

‘ବିଜୁ ଯୁବ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି’

Manoj Swain
  • Published: Tuesday, 11 July 2023
  • Updated: 11 July 2023, 07:03 PM IST

Sports

Latest News

‘ବିଜୁ ଯୁବ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି।’ ଟ୍ବିଟ କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆଣିଲେ ସାଂଘାତିକ ଅଭିଯୋଗ। ଫାଇବ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଏକ ଫଟୋ ଦେଖାଇ ଅପରାଜିତା କହିଲେ ଆମ ରାଜ୍ୟରେ ଜଣେ ସରକାରୀ କର୍ମଚାରୀ ବିଜୁ ଯୁବ ଜନତା ଦଳର ବୈଠକରେ ଭାଷଣ ଦେଉଛନ୍ତି । ଗତ କିଛି ଦିନ ତଳେ ଯୁବ ବିଜେଡିର ଏକ କାର୍ଯ୍ୟକ୍ରମ ଶଙ୍ଖ ଭବନରେ ଆୟୋଜନ ହୋଇଥିଲା । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos