Advertisment

ସରକାରୀ ବାବୁ ପାଣ୍ଡିଆନ ଦେଲେ ଯୁବ ବିଜେଡିକୁ ଗୁରୁମନ୍ତ୍ର !

‘ବିଜୁ ଯୁବ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି’

Advertisment

‘ବିଜୁ ଯୁବ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି।’ ଟ୍ବିଟ କରି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆଣିଲେ ସାଂଘାତିକ ଅଭିଯୋଗ। ଫାଇବ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଏକ ଫଟୋ ଦେଖାଇ ଅପରାଜିତା କହିଲେ ଆମ ରାଜ୍ୟରେ ଜଣେ ସରକାରୀ କର୍ମଚାରୀ ବିଜୁ ଯୁବ ଜନତା ଦଳର ବୈଠକରେ ଭାଷଣ ଦେଉଛନ୍ତି । ଗତ କିଛି ଦିନ ତଳେ ଯୁବ ବିଜେଡିର ଏକ କାର୍ଯ୍ୟକ୍ରମ ଶଙ୍ଖ ଭବନରେ ଆୟୋଜନ ହୋଇଥିଲା । 

Advertisment
Bjp Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe