ରାଜନୀତି କରିବାକୁ ଭାରି ମନ!

  • Published: Saturday, 18 May 2024
  • , Updated: 18 May 2024, 04:53 PM IST

ବାରମ୍ବାର ସଚେତନ କରାଯିବା ସତ୍ତ୍ୱେ ସୁଧୁରୁନାହାନ୍ତି ତଳଶ୍ରେଣୀର ସରକାରୀ ଚାକିରିଆ। ବିଜେଡି ପ୍ରୀତି ପାଇଁ ମାନୁନାହାନ୍ତି ବନ୍ଧବାଡ଼। ଖୋଲାଖୋଲି ଆଦର୍ଶ ଆଚରଣ ବିଧି ଉଲଂଘନ କରି ସରକାରୀ ଦଳ ନେତାଙ୍କ ସହ ମିଶି କରୁଛନ୍ତି ନିର୍ବାଚନ ପ୍ରଚାର। 

Related story