ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ ଶୁଣିବେ ଅଭିଯୋଗ

ଏଣିକି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତି ସୋମବାର ୨ଜଣ ମନ୍ତ୍ରୀ ଶୁଣିବେ ଅଭିଯୋଗ । ଦଳୀୟ କର୍ମୀ, କର୍ମକର୍ତ୍ତାଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଏଠାରେ ନିଜର ଆପତ୍ତି-ଅଭିଯୋଗ କରିପାରିବେ ।

Manoj Swain
  • Published: Tuesday, 16 July 2024
  • Updated: 16 July 2024, 01:08 PM IST

Sports

Latest News

ଏଣିକି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତି ସୋମବାର ୨ଜଣ ମନ୍ତ୍ରୀ ଶୁଣିବେ ଅଭିଯୋଗ । ଦଳୀୟ କର୍ମୀ, କର୍ମକର୍ତ୍ତାଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଏଠାରେ ନିଜର ଆପତ୍ତି-ଅଭିଯୋଗ କରିପାରିବେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର କ୍ୟାବିନେଟ୍ ସହଯୋଗୀଙ୍କ ସହ ପ୍ରତ୍ୟେକ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ଜାରି ରଖିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos