BJP ଓ ସରକାର ଏକ ଦେଖାଇବା ପାଇଁ ଗ୍ରିଭାନସ ସେଲ || Odisha Grievance Cell || BJP Govt || CM Mohan Majhi ||OR
Advertisment
ଏଣିକି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତି ସୋମବାର ୨ଜଣ ମନ୍ତ୍ରୀ ଶୁଣିବେ ଅଭିଯୋଗ । ଦଳୀୟ କର୍ମୀ, କର୍ମକର୍ତ୍ତାଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଏଠାରେ ନିଜର ଆପତ୍ତି-ଅଭିଯୋଗ କରିପାରିବେ । ରାଜ୍ୟରେ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର କ୍ୟାବିନେଟ୍ ସହଯୋଗୀଙ୍କ ସହ ପ୍ରତ୍ୟେକ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ଜାରି ରଖିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us