Advertisment

ନୀତିକୁ ଫୁ, ମନମର୍ଜିରେ ବିଜ୍ଞାପନ

ଚନ୍ଦ୍ରରେ ଚନ୍ଦ୍ରାୟଣ-୩ ଅବତରଣ ହେଉ କି ଟିଭିରେ ରଥଯାତ୍ରା, କେବଳ ଗୋଟିଏ କମ୍ପାନୀ ଦ୍ୱାରା ପରିଚାଳିତ ଟିଭିରେ ଏହି ଖବର ଦେଖନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? ରାଜ୍ୟ ସରକାରଙ୍କ ୧୯୯୮ରେ ପ୍ରଣୀତ ବିଜ୍ଞାପନ ନୀତିକୁ ଫୁ। ଲୋକ ସଂପର୍କ ବିଭାଗ ପକ୍ଷରୁ ମନମର୍ଜିରେ ଚାଲିଛି ବିଜ୍ଞାପନ ବଣ୍ଟନ।

author-image
Debendra Prusty

ଚନ୍ଦ୍ରରେ ଚନ୍ଦ୍ରାୟଣ-୩ ଅବତରଣ ହେଉ କି ଟିଭିରେ ରଥଯାତ୍ରା, କେବଳ ଗୋଟିଏ କମ୍ପାନୀ ଦ୍ୱାରା ପରିଚାଳିତ ଟିଭିରେ ଏହି ଖବର ଦେଖନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ? ରାଜ୍ୟ ସରକାରଙ୍କ ୧୯୯୮ରେ ପ୍ରଣୀତ ବିଜ୍ଞାପନ ନୀତିକୁ ଫୁ। ଲୋକ ସଂପର୍କ ବିଭାଗ ପକ୍ଷରୁ ମନମର୍ଜିରେ ଚାଲିଛି ବିଜ୍ଞାପନ ବଣ୍ଟନ। 

Advertisment
Govt Of Odisha Odisha