ସତ୍ୟବାଦୀରେ କେମିତି ରହିଛି ଲୋକଙ୍କ ମୁଡ ?

ସତ୍ୟବାଦୀରେ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ ? କେତେ ପହଁଞ୍ଚିଛି ଯୋଜନା।

Manoj Swain
  • Published: Friday, 19 April 2024
  • Updated: 19 April 2024, 07:07 PM IST

Sports

Latest News

ସତ୍ୟବାଦୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। କେତେ ପହଁଞ୍ଚିଛି ଯୋଜନା। କଚ୍ଚା ଘର ପକ୍କା ହୋଇଛି ତ ? କେମିତି ଅଛନ୍ତି ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଜନସାଧାରଣ ? ସତ୍ୟବାଦୀ ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ, ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos