ଅଦ୍ୟତନ ହୋଇଛି
ନେତାଙ୍କ ନାଁ ଶୁଣି ଚିହିଁକିଲେ ଜନତା | Voter View In Ground Report । Odisha Reporter
Advertisment
ସତ୍ୟବାଦୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। କେତେ ପହଁଞ୍ଚିଛି ଯୋଜନା। କଚ୍ଚା ଘର ପକ୍କା ହୋଇଛି ତ ? କେମିତି ଅଛନ୍ତି ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଜନସାଧାରଣ ? ସତ୍ୟବାଦୀ ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ, ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us