Advertisment

ଜୟଦେବରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ, କଣ ରହିଛି ଭୋଟରଙ୍କ ମୁଡ୍ ?

ତେବେ କେମିତି ରହିଛି ଲୋକଙ୍କ ମୁଡ଼ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।

author-image
Manoj Swain

ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀ । ରାସ୍ତା ଡେଇଁଲେ ବିକାଶର ନଗ୍ନ ଚିତ୍ର ଦେଖିବାକୁ ମିଳିବ । ଏଠାରେ ନେତାଙ୍କୁ ଥଇଥାନ କରାଯାଏ । ଏଥର 24 ନିର୍ବାଚନରେ ଆମଦାନୀ ନେତା ଗଡ଼ ଦଖଲ କରିବେ ନା ସ୍ଥାନୀୟ ନେତା ବାଜିମାରିବେ । ତେବେ କେମିତି ରହିଛି ଲୋକଙ୍କ ମୁଡ଼ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି। 

Advertisment
Odisha Bhubaneswar BjD