Advertisment

ବିଜେଡି ନେତାଙ୍କ ଫାଇଟ୍ ଦେଖି ଲୋକେ ପଳାଇଲେ

ବିଜୁ ଜନତା ଦଳର ବାଲେଶ୍ବର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ନାରେ ଭିଡ଼ିଗଲେ ଦୁଇ ନେତା।

author-image
Manoj Swain
ଅଦ୍ୟତନ ହୋଇଛି

ବିଜୁ ଜନତା ଦଳର ବାଲେଶ୍ବର ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ନାରେ ଭିଡ଼ିଗଲେ ଦୁଇ ନେତା। ସଭା ମଞ୍ଚରେ ଭୋଗରାଇ ବ୍ଲକ ସଭାପତି ଆଉ ବ୍ଲକ ଚେୟାରମ୍ୟାନଙ୍କ ମଧ୍ୟରେ କଥା କଟାକଟି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Balasore Odisha