Advertisment

ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ

ପୁଣିଥରେ ପଦାରେ ପଡ଼ିଛି ବାଲେଶ୍ୱର ବିଜେଡିର ଗୋଷ୍ଠୀ କନ୍ଦଳ।

author-image
Manoj Swain

ବାଲେଶ୍ୱରରେ ପଦାରେ ପଡ଼ିଲା ବିଜେଡିର ଗୋଷ୍ଠୀ କନ୍ଦଳ। ସଦର ବିଧାୟକ ସ୍ୱରୂପ ଦାସଙ୍କ ବିରୋଧରେ ନାରାବାଜି । ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥନରେ ଶତାଧିକ ମହିଳା କର୍ମୀ ଆଜି ଗାନ୍ଧି ସ୍ମୃତି ଭବନରୁ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment
Odisha BjD Balasore