ସୁରଙ୍କୁ ବୁଦ୍ଧି ଶିଖାଇଲେ ହଳଧର | Odisha Reporter
ପୂର୍ବରୁ ଅସମ୍ମାନ ଆଉ ଏବେ କ୍ଷମା ପ୍ରାର୍ଥନା, ନିଜ ଛେପ ନିଜେ ଢୋକିଲେ ସୁର । ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂଙ୍କୁ କରିଥିଲେ ଅସମ୍ମାନ। ଏ ଅସମ୍ମାନ କୌଣସି ସାଧାରଣ ଲୋକ ନୁହେଁ, ଜଣେ 6 ଥରର ବିଧାୟକ ସୁରେଶ ରାଉତରାୟ କରିଥିବା ଅଭିଯୋଗ ଆସିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
