Advertisment

ସୁରଙ୍କୁ ବୁଦ୍ଧି ଶିଖାଇଲେ ହଳଧର

ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ କିଏ ? ସେ କେଉଁ ରାଜ୍ୟର ବୋଲି ଅପମାନ କରିଥିଲେ ସୁର ରାଉତରାୟ ।

Advertisment

ପୂର୍ବରୁ ଅସମ୍ମାନ ଆଉ ଏବେ କ୍ଷମା ପ୍ରାର୍ଥନା, ନିଜ ଛେପ ନିଜେ ଢୋକିଲେ ସୁର । ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂଙ୍କୁ କରିଥିଲେ ଅସମ୍ମାନ। ଏ ଅସମ୍ମାନ କୌଣସି ସାଧାରଣ ଲୋକ ନୁହେଁ, ଜଣେ 6 ଥରର ବିଧାୟକ ସୁରେଶ ରାଉତରାୟ କରିଥିବା ଅଭିଯୋଗ ଆସିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Sura Routray Padma Shree Haladhar Nag
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe