Advertisment

ବିକ୍ରମ କେଶରୀ ଆରୁଖ ହେବେ ବାଚସ୍ପତି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ମନ୍ତ୍ରିମଣ୍ଡଳର ଅଦଳବଦଳ କରିବାକୁ ଯାଉଥିବାବେଳେ ବାଚସ୍ପତି ପଦରୁ ସୂର୍ଯ୍ୟନାରାୟଣ ପାତ୍ର ଆଜି ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ନବୀନଙ୍କ ମନ୍ତ୍ରିମଣ୍ଡଳର ନୂଆ ମନ୍ତ୍ରୀମାନେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ପଦ ଓ ଗୋପନୀୟତାର ଶପଥ ନେବେ। ସେହିପରି ବିଧାନସଭାର ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ, ସରକାରୀ ମୁଖ୍ୟ ସଚେତକ ଭାବେ ପ୍ରଶାନ୍ତ […]

author-image
Ordigital Desk
ଅଦ୍ୟତନ ହୋଇଛି
ବିକ୍ରମ କେଶରୀ ଆରୁଖ ହେବେ ବାଚସ୍ପତି!

Bikram-keshri-arukha

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନିଜ ମନ୍ତ୍ରିମଣ୍ଡଳର ଅଦଳବଦଳ କରିବାକୁ ଯାଉଥିବାବେଳେ ବାଚସ୍ପତି ପଦରୁ ସୂର୍ଯ୍ୟନାରାୟଣ ପାତ୍ର ଆଜି ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବେ ବୋଲି ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ନବୀନଙ୍କ ମନ୍ତ୍ରିମଣ୍ଡଳର ନୂଆ ମନ୍ତ୍ରୀମାନେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୪୫ମିନିଟରେ ପଦ ଓ ଗୋପନୀୟତାର ଶପଥ ନେବେ। ସେହିପରି ବିଧାନସଭାର ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ, ସରକାରୀ ମୁଖ୍ୟ ସଚେତକ ଭାବେ ପ୍ରଶାନ୍ତ କୁମାର ମୁଦୁଲି ଓ ଉପମୁଖ୍ୟ ସଚେତକ ଭାବେ ସରୋଜ ମେହେରଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି।