‘ବିଜେଡି କିଛି ମୁଷ୍ଟିମେୟ ପୁଲିସଙ୍କୁ ଧରି ଅଭିଯୁକ୍ତଙ୍କୁ ବଞ୍ଚାଇ ରଖିଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଛନ୍ତି। ଏଭଳି ଅଭିଯୋଗ ଉଠାଇଛି ବିଜେପି ମହିଳା ମୋର୍ଚ୍ଚା। ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ପୀଡ଼ିତାଙ୍କୁ ଏକ ଟିମ୍ ଭେଟିବା ପରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଉଠାଯାଇଛି। ଡିସେମ୍ବର ୩୧ ତାରିଖରେ ଜୟପୁର ଯାଇ ପୀଡ଼ିତାଙ୍କୁ ଭେଟିଥିଲା ୪ ଜଣିଆ ବିଜେପି ପ୍ରତିନିଧି ଦଳ। ଆଜି ସାମ୍ବାଦିକ ସମ୍ମିଳନୀରେ ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି, […]

bjp

bjp

Ranjit Kumar Jena
  • Published: Monday, 03 January 2022
  • Updated: 03 January 2022, 06:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋରାପୁଟରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଛନ୍ତି। ଏଭଳି ଅଭିଯୋଗ ଉଠାଇଛି ବିଜେପି ମହିଳା ମୋର୍ଚ୍ଚା। ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ପୀଡ଼ିତାଙ୍କୁ ଏକ ଟିମ୍ ଭେଟିବା ପରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଉଠାଯାଇଛି। ଡିସେମ୍ବର ୩୧ ତାରିଖରେ ଜୟପୁର ଯାଇ ପୀଡ଼ିତାଙ୍କୁ ଭେଟିଥିଲା ୪ ଜଣିଆ ବିଜେପି ପ୍ରତିନିଧି ଦଳ।

ଆଜି ସାମ୍ବାଦିକ ସମ୍ମିଳନୀରେ ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି, ବନ୍ଧୁକ ମୁନରେ ସ୍ୱାମୀକୁ ରଖି ତା’ର ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ସହ ତା’ର ତିନି ବର୍ଷର ଶିଶକୁ ମାରପିଟ୍ କରାଯାଇଥିଲା। ଯାହା ଓଡ଼ିଶାବାସୀଙ୍କ ପାଇଁ ନିନ୍ଦନୀୟ। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଯେଉଁ ଦୁଇଜଣ ତାଙ୍କୁ ଦୁଷ୍କର୍ମ କରିଛନ୍ତି, ସେମାନେ ହେଲେ ଲାଲ୍ ବାହାଦୂର ଦର୍ଜି ଓ ମୀନ ବାରିକ। ଘଟଣାକୁ ସପ୍ତାହେରୁ ଅଧିକ ସମୟ ବିତିଯାଇଥିଲେ ହେଁ, ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ। ଏହାର କାରଣ ହେଉଛି, ଦୁହିଁଙ୍କର ବିଜେଡି ସହ ଲିଙ୍କ୍ ରହିଛି।

ଐଶ୍ୱର୍ଯ୍ୟା ଆହୁରି କହିଛନ୍ତି, ଏମାନଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଛି। ତେବେ ବିଜେଡି କିଛି ମୁଷ୍ଟିମେୟ ପୁଲିସଙ୍କୁ ଧରି ଦୁଇ ଅଭିଯୁକ୍ତଙ୍କୁ ବଞ୍ଚାଇ ରଖିଛି। ବିଜେଡ଼ି ଏହି ଘଟଣାକୁ ଚାପିବାକୁ ଉଦ୍ୟମ କରୁଛି। ପ୍ରମାଣ ନଷ୍ଟ କରିବାକୁ ଜାଣିଶୁଣି ଗିରଫ କରିବାରେ ବିଳମ୍ବ କରାଯାଉଛି। ବର୍ତ୍ତମାନ ଜୟପୁରର ଆଇନଶୃଙ୍ଖଳା ବିଗିଡିଛି। ଏଥିପାଇଁ ୩୦ ତାରିଖରେ ଜୟପୁର ବାସିନ୍ଦା ବନ୍ଦ ଡାକରା ଦେଇଥିଲେ। ପୂରା ରାଜ୍ୟରେ ଏବେ ମହିଳା ବିରୋଧୀ ଅପରାଧ ବଢ଼ିଛି। ତେଣୁ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଇ ପୀଡ଼ିତାଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଐଶ୍ୱର୍ଯ୍ୟା ବିଶ୍ୱାଳ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଡିସେମ୍ବର ୨୪ ତାରିଖରେ ସ୍ୱାମୀଙ୍କୁ ବନ୍ଧୁକ ମନୁରେ ରଖାଯାଇ ତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କମ କରାଯାଇଥିଲା। ଏ ଘଟଣାକୁ ନେଇ ପୀଡିତା ମହିଳାଙ୍କ ପକ୍ଷରୁ ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ୍ ଏଯାଏ କିଛି ବି କାର୍ଯ୍ୟାନୁଷ୍ଠାନ ନେଇନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story