୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ସଜବାଜ: ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବ ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନ ପରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ସଫଳ ହେବା ପାଇଁ ରାଜ୍ୟ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଦଳର ବିଭିନ୍ନ ନେତାମାନଙ୍କୁ ସାଂଗଠନିକ ଦାୟିତ୍ୱ ଓ କାମ ଦିଆଯାଇ ସେମାନଙ୍କ ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ବିଜେପି ରାଜ୍ୟ ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ସାଂସଦମାନେ ନିଜ ନିର୍ବାଚନମଣ୍ଡଳୀରେ ୧୦୦ଟି ଦୁର୍ବଳ ବୁଥ ଚିହ୍ନଟ କରି ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାକୁ ମଧ୍ୟ […]

BJP Meeting

BJP Meeting

Ordigital Desk
  • Published: Sunday, 15 May 2022
  • Updated: 15 May 2022, 08:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନ ପରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ସଫଳ ହେବା ପାଇଁ ରାଜ୍ୟ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଦଳର ବିଭିନ୍ନ ନେତାମାନଙ୍କୁ ସାଂଗଠନିକ ଦାୟିତ୍ୱ ଓ କାମ ଦିଆଯାଇ ସେମାନଙ୍କ ଉପରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ବିଜେପି ରାଜ୍ୟ ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ସାଂସଦମାନେ ନିଜ ନିର୍ବାଚନମଣ୍ଡଳୀରେ ୧୦୦ଟି ଦୁର୍ବଳ ବୁଥ ଚିହ୍ନଟ କରି ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାକୁ ମଧ୍ୟ ନୀତିଗତ ନିଷ୍ପତ୍ତି ନିଆଯାଇଛି ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଓ ଓଡ଼ିଶା ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ବିଜୟପାଲ ସିଂ ତୋମରଙ୍କ ଉପସ୍ଥିତିରେ ଶନିବାର ଦଳର ସବୁ ମୋର୍ଚ୍ଚାର ପଦାଧିକାରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଦଳର ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସହ ପଂଚାୟତ ଓ ପୌର ନିର୍ବାଚନରେ ପରାଜୟର ସମୀକ୍ଷା ମଧ୍ୟ ହୋଇଛି । ଦଳର ମହିଳା, ଯୁବ, ଓବିସି, କୃଷକ, ଏସସି , ଏସଟି ଓ ସଂଖ୍ୟାଲଘୁ ସେଲ କର୍ମକର୍ତ୍ତାମାନେ ଉପସ୍ଥିତ ରହି କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ବ୍ଲକ ଓ ପଂଚାୟତସ୍ତରରେ ଲୋକମାନଙ୍କ ନିକଟରେ ପହଂଚାଇବା ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ୧୫ଦିନିଆ ଉପଲବ୍ôଧ ଅଭିଯାନରେ ଲୋକଙ୍କ ନିକଟତର ହେବା ପାଇଁ ପରାମର୍ଶ ଦିଆଯାଇଛି ।

ବିଜେପିର ବରିଷ୍ଠ ନେତା ତଥା ସାଂସଦ ଜୁଏଲ ଓରାମ କହିଛନ୍ତି ଯେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ବସିଥିଲା । ଦଳର ସଂଗଠନକୁ ସୁଦୃଢ଼ କରିବା ଓ କେନ୍ଦ୍ର ସରକାରଙ୍କ ୧୫ ଦିନିଆ ଉପଲବ୍ଧି କାର୍ଯ୍ୟକ୍ରମକୁ ବ୍ଲକ ଓ ତଳସ୍ତର ପର୍ଯ୍ୟନ୍ତ ପହଂଚାଇବା ଉପରେ ଆଲୋଚନା ହୋଇଛି । ଦଳର ନେତାମାନଙ୍କୁ ଦାୟିତ୍ୱ ଦିଆଯାଇ କାମ କରାଯିବ ।

ସେହିପରି ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ, ଦଳର ସାଂସଦମାନଙ୍କୁ ୧୦୦ଟି ଦୁର୍ବଳ ବୁଥ୍ ଚିହ୍ନଟ କରି ସେଠାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ କୁହାଯାଇଛି । ବୈଠକରେ ବ୍ରଜରାଜନଗର ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ରାଜ୍ୟ ବିଜେପିର ବରିଷ୍ଠ ନେତା ଏବଂ ଦଳୀୟ କର୍ମକର୍ତ୍ତାମାନେ ଏକଜୁଟ୍ ହୋଇ ଦଳର ପ୍ରଦର୍ଶନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସଙ୍ଗରେ ବିଚାରବିମର୍ଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story