ନିର୍ବାଚନରୁ ଓହରିଯିବାକୁ ପ୍ରାର୍ଥୀଙ୍କୁ ବିଜେଡି ଧମକ ଦେଉଛି: ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ନିର୍ବାଚନ କମିଶନଙ୍କ ପ୍ରାଥମିକତା ହୋଇଥିବାବେଳେ ଶାସକ ବିଜେଡି ନିଜର ବାହୁବଳ ଓ ସରକାରୀ କଳର ଅପବ୍ୟବହାର କରି ବିଜେପି ପ୍ରାର୍ଥୀମାନଙ୍କୁ ନିର୍ବାଚନରୁ ଓହରି ଯିବାକୁ ଧମକଚମକ ଦେଉଛି। ବିଜେଡି ପାଇଁ ପୁଲିସ ଏଭଳି କାର୍ଯ୍ୟ କରି ସାଧାରଣରେ ଆତଙ୍କ ସୃଷ୍ଟି କରୁଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ […]

Bhrugubaxi Patra

Bhrugubaxi Patra

Ordigital Desk
  • Published: Friday, 11 March 2022
  • Updated: 11 March 2022, 09:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ନିର୍ବାଚନ କମିଶନଙ୍କ ପ୍ରାଥମିକତା ହୋଇଥିବାବେଳେ ଶାସକ ବିଜେଡି ନିଜର ବାହୁବଳ ଓ ସରକାରୀ କଳର ଅପବ୍ୟବହାର କରି ବିଜେପି ପ୍ରାର୍ଥୀମାନଙ୍କୁ ନିର୍ବାଚନରୁ ଓହରି ଯିବାକୁ ଧମକଚମକ ଦେଉଛି। ବିଜେଡି ପାଇଁ ପୁଲିସ ଏଭଳି କାର୍ଯ୍ୟ କରି ସାଧାରଣରେ ଆତଙ୍କ ସୃଷ୍ଟି କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ବିଜେପି ପ୍ରାର୍ଥୀଙ୍କୁ ଧମକ ଦିଆଯାଉଛି ଓ ଜୋରଜବରଦସ୍ତି ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଚାପ ପକାଉଛି ବୋଲି ଅଭିଯୋଗ କରିଛନ୍ତି। ଗଣତନ୍ତ୍ରକୁ ସୁରକ୍ଷା ଦେବା ଓ ନିର୍ବାଚନରେ ଅଂଶଗ୍ରହଣ କରିବା ପାଇଁ ସମସ୍ତଙ୍କ ମୌଳିକ ଅଧିକାରକୁ ଅକ୍ଷୂଣ୍ଣ ରଖିବା ହେଉଛି ନିର୍ବାଚନ କମିଶନଙ୍କ ପ୍ରାଥମିକତା। ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା ଦିଗରେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟ ନକଲେ ସାଧାରଣରେ ଅରାଜକତା ବୃଦ୍ଧି ପାଇବା ସହିତ ନିର୍ବାଚନ ପରିଚାଳନାକୁ ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଗଂଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମେତ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ବିଭିନ୍ନ ନଗର ଓ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନରେ ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଗୁଣ୍ଡା ଏବଂ ଅସାମାଜିକ ବ୍ୟକ୍ତିମାନେ ବିଜେପି ପ୍ରାର୍ଥୀ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର ଦେଖାଇ ଭୟଭୀତ କରି ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ବାଧ୍ୟ କରୁଛନ୍ତିି।

ପ୍ରଥମେ ବିଜେପି ପ୍ରାର୍ଥୀଙ୍କୁ ଧମକ ଦେଇ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ବାଧ୍ୟ କରିବା ପରେ ଏବେ ପ୍ରାର୍ଥିପତ୍ର ଦାଖଲ କରିଥିବା ବିଜେପି ପ୍ରାର୍ଥୀଙ୍କୁ ଧମକଚମକ ଦେଇ ପ୍ରତ୍ୟାହାର ପାଇଁ ବାଧ୍ୟ କରୁଛନ୍ତିି । ଏପରିକି ଧମକଚମକକୁ ନେଇ ପୁଲିସ ନିକଟରେ ଅଭିଯୋଗ କଲେ ସେମାନଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଛନ୍ତିି । ଛତ୍ରପୁର ଏନଏସି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦୁଇ ଜଣ ବିଜେପି ମହିଳା ପ୍ରାର୍ଥୀଙ୍କୁ ପୁଲିସ ଅଧିକାରୀଙ୍କ ଜରିଆରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଧମକ ଦିଆଯାଇଛି । ନଚେତ୍ ତାଙ୍କ ସ୍ୱାମୀଙ୍କୁ ସସପେଣ୍ଡ୍ କରିଦେବାର ଧମକ ମଧ୍ୟ ଦିଆଯାଉଛି । ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ବହୁ ଦିନ ଅବଧି ଥିବା କାରଣରୁ ଶାସକ ବିଜେଡି ଗୁଣ୍ଡାଙ୍କ ଜରିଆରେ ଏଭଳି ହୀନ ଓ ଅଗଣତାନ୍ତ୍ରିକ କାର୍ଯ୍ୟ କରିବାକୁ ସୁଯୋଗରେ ପରିଣତ କରିଛନ୍ତିି । ଯାହା ଦ୍ୱାରା ବିରୋଧୀ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ରହିବେ ନାହିଁ ଏବଂ ଶାସକ ବିଜେଡି ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚନ ହାତେଇବାର ପ୍ରୟାସ କରୁଛି ବୋଲି ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତିି । ତେଣୁ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବକ୍ସିପାତ୍ର ଦାବି ଜଣାଇଛନ୍ତିି ।

ବିଜେପି ପ୍ରତିନିଧି ଦଳରେ ବିଜେପି ନେତା ରମାରଂଜନ ବଳିୟାରସିଂହ, ଠାକୁର ରଣଜିତ୍ ଦାସ ,ସୋନାଲୀ ସାହୁ, ସୁରଥ ବିଶ୍ୱାଳ, ସୁଜିତ କୁମାର ଦାସ, ଓ ରବିଶଂକର ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

ବିଜେପିର ଅନ୍ୟ ଏକ ପ୍ରତିନିଧି ଦଳ ପୂର୍ବାହ୍ନରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇ ୨ଟି ସ୍ଥାନରେ ଥିବା ନକଲି ଭୋଟରଙ୍କୁ ତୁରନ୍ତ ଭୋଟର ତାଲିକାରୁ ବାଦ୍ ଦେବାକୁ ଦାବି ଜଣାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story