'ମୋଦୀ ଜୀ, ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ?'

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟିକାର ଅଭାବ ନେଇ ବିରୋଧୀ ଦଳ କିଛି ପୋଷ୍ଟର ମାରିଛନ୍ତି। ଏହା ଉପରେ ଲେଖା ହୋଇଥିଲା, ‘ମୋଦୀ ଜୀ, ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ?’। ଦିଲ୍ଲୀ ପୁଲିସ ଏବେ ଏହି ମାମଲାରେ ପ୍ରାୟ ୨୫ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏବେ ସମାନ ସଂଖ୍ୟକ (୨୫) ଜଣଙ୍କୁ ଗିରଫ କରିଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟର ସୋଶାଲ ମିଡିଆରେ […]

MODI-POSTER

MODI-POSTER

Subhransu Sekhar
  • Published: Sunday, 16 May 2021
  • Updated: 17 May 2021, 12:49 AM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟିକାର ଅଭାବ ନେଇ ବିରୋଧୀ ଦଳ କିଛି ପୋଷ୍ଟର ମାରିଛନ୍ତି। ଏହା ଉପରେ ଲେଖା ହୋଇଥିଲା, 'ମୋଦୀ ଜୀ, ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ?'। ଦିଲ୍ଲୀ ପୁଲିସ ଏବେ ଏହି ମାମଲାରେ ପ୍ରାୟ ୨୫ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଏବେ ସମାନ ସଂଖ୍ୟକ (୨୫) ଜଣଙ୍କୁ ଗିରଫ କରିଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟର ସୋଶାଲ ମିଡିଆରେ ଭାଇରାଲ ହେଉଛି। କଂଗ୍ରେସ ଏବଂ ବିରୋଧୀ ଦଳର ସମର୍ଥକ ଏବଂ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତି ଏହାକୁ ଭରପୁର ଶୋଆର କରୁଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପୋଷ୍ଟର ଶେୟାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି କହିଛନ୍ତି, 'ମୋତେ ମଧ୍ୟ ଗିରଫ କର।' ମେ ୧୨ରେ, ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପୁଲିସ ଏହି ପୋଷ୍ଟର ଲାଗିଥିବା ଖବର ପାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ମେ ୧୩ସୁଦ୍ଧା ସମସ୍ତ ପୋଷ୍ଟର ହଟା ଯାଇଥିଲା।

https://twitter.com/RahulGandhi/status/1393838860279459840?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1393838860279459840%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.ndtv.com%2Findia-news%2Frahul-gandhi-tweets-covid-poster-critical-of-pm-modi-that-led-to-delhi-arrests-2442740

ଦିଲ୍ଲୀ ପୁଲିସ ଏହି ମାମଲାରେ ଗିରଫ କରିବା ପରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ପ୍ରଶ୍ନ ଉଠାଇଛି। ବିଜେପି ସାଂସଦ ମୀନାକ୍ଷୀ ଲେଖୀ କହିଛନ୍ତି ଯେ ବିଦେଶୀ କମ୍ପାନୀ ସହ ହୋଇଥିବା ଚୁକ୍ତିରେ ଏହି ଟିକା ପଠାଇବା ଏକ ସର୍ତ୍ତ। ସେ କହିଛନ୍ତି ଯେ ସର୍ତ୍ତ ଅନୁଯାୟୀ ଏକ ଅଂଶ ବିଦେଶ ପଠାଯାଉଛି।

ଭ୍ୟାକସିନ୍ ପଲିଟିକ୍ସ

ଟିକା ନେଇ ଶାସକ-ବିରୋଧୀ ଜାରି ରଖିଛନ୍ତି ରାଜନୀତିକ ବୟାନବାଜି। ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଯେଉଁ ଟିକାକୁ ମୋଦି ସରକାର ଅନୁମତି ଦେଲେ ପ୍ରଥମେ ସେହି ଟିକାର ବିଶ୍ୱସନୀୟତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଲେ। ଏବେ ସେହି ଟିକାର ବିଶେଷତ୍ୱକୁ ନେଇ ବଡ଼ ବଡ଼ ବିଶେଷଜ୍ଞ ପ୍ରଶଂସା କରିବା ପରେ ଟିକାର ଅଭାବକୁ ନେଇ ବିରୋଧୀ ପୁଣିଥରେ ଆରମ୍ଭ କରିଛନ୍ତି ରାଜନୀତି। ମୋଟ୍ ଉପରେ କହିବାକୁ ଗଲେ ଯେଉଁ ଟିକାକୁ 'ବିଜେପି ଟିକା' କହି ନେବେନି ବୋଲି ସମାଜବାଦୀ ପାର୍ଟିର ନେତା ଏବଂ କଂଗ୍ରେସ ନେତା ନେବେନି ବୋଲି କହିଥିଲେ। ଏବେ ସେହି ଟିକା କାହିଁକି ବିଦେଶକୁ ପଠାଇଦେଲ ବୋଲି କହି ବିରୋଧୀ ସରକାରକୁ ପ୍ରଶ୍ନ କରିଛନ୍ତି। କାରଣ ଟିକା ଥିଲେ ଏବେ ତାଙ୍କ ପିଲା ଛୁଆ ଟିକା ନେଇସାରିଥାନ୍ତେ। ଲମ୍ୱା ଲାଇନରେ ଛିଡ଼ା ହେବାକୁ ପଡ଼ି ନଥାନ୍ତା। ଯାହାକୁ ନେଇ ଏବେ ସାଧାରଣ ଲୋକେ ବି ଅସନ୍ତୋଷ।

ଟିକାର ଗଣବତ୍ତାକୁ ନେଇ ବିରୋଧୀ ଉଠାଇଥିଲେ ପ୍ରଶ୍ନ

ଚଳିତ ବର୍ଷ ମାର୍ଚ୍ଚ ୨ରେ  କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଟିକା ଉପରେ ପ୍ରଶ୍ନ ଉଠାଇଥିଲେ। ଆଉ କହିଥିଲେ ସେ ଟିକା ନେବେନି। ପରେ କହିଥିଲେ ସେ ବୃଦ୍ଧ ହେଲେଣି। ତେଣୁ ଯୁବ ପିଢ଼ୀ ନେବା ଦରକାର ସେ ନେବେନି ବୋଲି କହିଥିଲେ। ସେହିପରି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଜାନୁଆରୀ ୨ରେ ଦୁଇ ଟିକାକୁ ବିଜେପି ଟିକା ବୋଲି କହିଥିଲେ। ସେ ଟିକା ନେବେ ବୋଲି କହିଥିଲେ। ସେହିପରି ଜାନୁଆରୀ ୧୬ରେ କଂଗ୍ରେସ ପ୍ରେସ କନଫରେନସ କରି କୋଭାକ୍ସିନ ଟିକା ଅନୁମତି ଦେବାକୁ ନେଇ ପ୍ରଶ୍ନ ଉଠାଇଥିଲା। ଯେଉଁ ପ୍ରକ୍ରିୟାରେ ବିଶେଷଜ୍ଞ ଅନୁମତି ଦେଇଛନ୍ତି ତାହା ସେମାନେ ସରକାରଙ୍କ ଚାପରେ କରିଛନ୍ତି ବୋଲି କଂଗ୍ରେସ ନେତା ମନୀଷ ତିଓ୍ୱାରୀ କହିଥିଲେ। ଆଉ ଜବାବରେ ବିଜେପି ସଭାପତି ଜେପି ନଜ୍ଡା କହିଥିଲେ ଭାରତ କିଛି ପ୍ରଶଂସନୀୟ କାମ କରେ, ସେତେବେଳେ କଂଗ୍ରେସ ଦେଶର ସଫଳତାକୁ ସହି ନପାରି ନିଜର ଏକ ସ୍ୱତନ୍ତ୍ର ଥିଓରୀ ବାହାର କରେ। ଯାହାକୁ ଲୋକମାନେ ଠିକଣା ସମୟରେ ଜବାବ ଦେଉଛନ୍ତି।

ଟିକା ପଠାଇଥିବାରୁ ଭାରତକୁ ଜାତିସଂଘରେ ପ୍ରଶଂସା

ଭାରତ ନିଜ ଦେଶର ଦୁଇ ଟିକାକୁ ନେପାଳ, ବାଂଲାଦେଶ ସମେତ ଅନେକ ଗରିବ ଦେଶକୁ ଟିକା ପଠାଇଥିଲା। ଯାହାକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି। କାରଣ ହାତ ଗଣତି କେତେକ ଦେଶକୁ ଛାଡ଼ିଦେଲେ ଆଉ କୌଣସି ଦେଶ ଟିକା ବାହାର କରିବାରେ ସଫଳ ହୋଇ ନାହାନ୍ତି। କରୋନାର ପ୍ରଥମ ଲହର ବେଳେ ଭାରତ ଆମେରିକା, ବ୍ରାଜିଲ ଏବଂ ଅନ୍ୟାନ୍ୟ ଦେଶକୁ HCQ ପଠାଇ ସାରା ବିଶ୍ୱରେ ପ୍ରଶଂସାର ପାତ୍ର ହୋଇଥିଲା। ତେବେ ଦେଶରେ ଏବେ ଟିକାର ଅଭାବ ପଡ଼ିବାରେ ମୋଦି ସରକାରକୁ ବିରୋଧୀ କାଠ ଗଡ଼ାରେ ଛିଡ଼ା କରିଛନ୍ତି। ବାହାର ଦେଶକୁ ଟିକା ପଠାଇବା ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି। ତେବେ ନିକଟରେ ଟିକା ନେଇ ଜାତିସଂଘରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ କହିଥିଲେ ମୋଦି ବିଦେଶକୁ ପଠାଇ ବସୁଧୈବ କୁଟୁମ୍ୱକମର ପରିଚୟ ଦେଇଛନ୍ତି। ମୋଦିଙ୍କୁ ଟିକା ନୀତିକୁ ନେଇ ସମାଲୋଚନା କରିବା ଠିକ୍ ନୁହେଁ। ସେହିପରି ସାଉଥ ଆଫ୍ରିକା, ଜର୍ମାନୀ ଆଦି ଅନେକ ଦେଶ ଭାରତ ବିଦେଶକୁ ଟିକା ପଠାଇଥିବାରୁ ସାଧୁବାଦ ଦେଇଥିଲେ। ଆଉ ଏବେ ଭାରତର ବିପଦ ବେଳେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଏହି ଦେଶ ମାନେ ରାଜି ବୋଲି କହିଛନ୍ତି। ସେଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଉପକରଣ ଏବେ ପଠାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story