ବିଧାୟକ ସୁର ରାଉତରାୟଙ୍କୁ କାରଣଦର୍ଶାଅ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି । କଂଗ୍ରେସର ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ବୋଲି ଗଣମାଧ୍ୟମରେ କିଭଳି ଓ କେଉଁ ପରିସ୍ଥିତିରେ ବୟାନ ଦେଲେ ତା’ର ସନ୍ତୋଷଜନକ ଉତ୍ତର ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହି ଉତ୍ତର ମିଳିବା ପରେ ତାକୁ ଏଆଇସିସିର ଅବଗତି ପାଇଁ ପଠାଯିବ ବୋଲି ସେ […]

Sura

Sura

Ordigital Desk
  • Published: Tuesday, 26 April 2022
  • Updated: 26 April 2022, 09:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି । କଂଗ୍ରେସର ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ବୋଲି ଗଣମାଧ୍ୟମରେ କିଭଳି ଓ କେଉଁ ପରିସ୍ଥିତିରେ ବୟାନ ଦେଲେ ତା’ର ସନ୍ତୋଷଜନକ ଉତ୍ତର ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏହି ଉତ୍ତର ମିଳିବା ପରେ ତାକୁ ଏଆଇସିସିର ଅବଗତି ପାଇଁ ପଠାଯିବ ବୋଲି ସେ କହିଛନ୍ତି ।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଜଟଣୀର କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରି କହିଛନ୍ତି ଯେ, କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ମନ୍ତବ୍ୟ ଦେଇଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ଯାହାକି କଂଗ୍ରେସ ପାଇଁ ଅତ୍ୟନ୍ତ କ୍ଷତିକାରକ ଓ ଏଥିପାଇଁ ଦଳ ସମାଲୋଚିତ ହେବା ସହ ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି । ଜଣେ ବରିଷ୍ଠ ନେତା ହୋଇ ଏଭଳି ବୟାନ ଦେବା ଶୋଭା ପାଉନି ବୋଲି ନିରଞ୍ଜନ କହିବା ସହ କଂଗ୍ରେସ ସଭାପତି କିଏ ହେବ ତାହା କିଭଳି ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ଓ କେଉଁ ପରିସ୍ଥିତିରେ ସେ ଏହା କହିଲେ ତାହା ଲିଖିତ ଭାବେ ଶୀଘ୍ର ଅବଗତ କରାଇବାକୁ କହିଛନ୍ତି ।

ସୂଚନାଯୋଗ୍ୟ, ସରକାରୀ ଦଳକୁ ସୁହାଇବା ଭଳି କିଛିନା କିଛି ବୟାନ ପ୍ରତିଦିନ ଗଣମାଧ୍ୟମରେ ଦେବା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ସର୍ବଦା ଚର୍ଚ୍ଚାରେ ରହୁଥିବା ଶ୍ରୀ ରାଉତରାୟଙ୍କ ଏଭଳି ଆଭିମୁଖ୍ୟ ଯୋଗୁ ତୃଣମୂଳସ୍ତରରେ କଂଗ୍ରେସ କର୍ମୀମାନଙ୍କୁ ନିରାଶ ହେବାକୁ ପଡ଼ୁଥିବା ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story